ଓମଫେଡ୍ ଆରମ୍ଭ କଲା ଅନଲାଇନ୍ ବିକ୍ରି

ଭୁବନେଶ୍ୱର: ଭୁବନେଶ୍ୱର ବାସୀଙ୍କ ପାଇଁ ଖୁସିଖବର। ଏଣିକି ଘରେ ବସି ଅନଲାଇନରେ ଅର୍ଡର କରିପାରିବେ ଓମଫେଡ କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟ। ମାତ୍ର ୫୦ଟଙ୍କା ମୂଲ୍ୟ ବିନିମୟରେ ୩୦ମିନିଟ ମଧ୍ୟରେ ଲୋକମାନଙ୍କୁ ଏହି ସେବା ଯୋଗାଇ ଦେବ ଓମଫେଡ୍। ଭୁବନେଶ୍ୱରର ଗ୍ରାହକମାନେ omfed.inରେ ଓମଫେଡ୍ କ୍ଷୀର ସହିତ ଏହାର ଅନ୍ୟାନ୍ୟ କ୍ଷୀରଜାତ ଦ୍ରବ୍ୟ କିଣିବା ପାଇଁ ବରାଦ କରିପାରିବେ। କେବଳ ସେତିକି ନୁହେଁ ଆଗାମୀ ଦିନରେ ଓମଫେଡ ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କିଛି ଛକ ଜାଗାରେ […]

omfedonline

omfedonline

Rakesh Mallick
  • Published: Thursday, 03 September 2015
  • Updated: 03 September 2015, 04:13 AM IST

Sports

Latest News

omfedproductsଭୁବନେଶ୍ୱର: ଭୁବନେଶ୍ୱର ବାସୀଙ୍କ ପାଇଁ ଖୁସିଖବର। ଏଣିକି ଘରେ ବସି ଅନଲାଇନରେ ଅର୍ଡର କରିପାରିବେ ଓମଫେଡ କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟ। ମାତ୍ର ୫୦ଟଙ୍କା ମୂଲ୍ୟ ବିନିମୟରେ ୩୦ମିନିଟ ମଧ୍ୟରେ ଲୋକମାନଙ୍କୁ ଏହି ସେବା ଯୋଗାଇ ଦେବ ଓମଫେଡ୍। ଭୁବନେଶ୍ୱରର ଗ୍ରାହକମାନେ omfed.inରେ ଓମଫେଡ୍ କ୍ଷୀର ସହିତ ଏହାର ଅନ୍ୟାନ୍ୟ କ୍ଷୀରଜାତ ଦ୍ରବ୍ୟ କିଣିବା ପାଇଁ ବରାଦ କରିପାରିବେ। କେବଳ ସେତିକି ନୁହେଁ ଆଗାମୀ ଦିନରେ ଓମଫେଡ ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କିଛି ଛକ ଜାଗାରେ ମଧ୍ୟ ଅତ୍ୟାଧୁନିକ ପାର୍ଲର ଖୋଲିବାର ଯୋଜନା ରଖାଯାଇଛି। ସେହିଭଳି ଗୁଣାତ୍ମକ ମାନର ଦ୍ରବ୍ୟର ବିକ୍ରି ପାଇଁ ରାଜ୍ୟ ସରକାର ଆଉ ୧୦ଟି ଅତ୍ୟାଧୁନିକ ଆଇସକ୍ରିମ ପାର୍ଲର ଖୋଲିବାକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos