ଅବୈଧ ହୋଇଯିବ ପ୍ୟାନ୍ କାର୍ଡ, ଆଧାର ସହ ସଂଯୋଗ କରନ୍ତୁ

ନୂଆଦିଲ୍ଲୀ: ଆଧାର କାର୍ଡ ସହ ପ୍ୟାନ୍ କାର୍ଡ ସଂଯୋଗ ନକଲେ ଅବୈଧ ହୋଇଯିବ ପ୍ୟାନ୍ କାର୍ଡ। ୩୧ ମାର୍ଚ୍ଚ ୨୦୧୯ ହେଉଛି ପ୍ୟାନ୍ କାର୍ଡ ଓ ଆଧାର କାର୍ଡ ସଂଯୋଗ କରିବାର ଶେଷ ତାରିଖ। ଆୟକର ଆଇନ ୧୩୯ଏଏ ଅନୁଯାୟୀ ଯଦି ଏହି ସଂଯୋଗ କରା ନଯାଏ ତାହେଲେ ପ୍ୟାନ୍ କାର୍ଡ ବେକାର ହୋଇଯିବ। ଗତବର୍ଷ ଆଧାର କାର୍ଡ ସହ ପ୍ୟାନ୍ କାର୍ଡ ସଂଯୋଗ ନହୋଇଥିବା କାରଣରୁ କେନ୍ଦ୍ର ସରକାର ୧୧ ଲକ୍ଷ ୪୪ ହଜାର ପ୍ୟାନ୍ […]

pan

pan

Subrat Kumar Nayak
  • Published: Sunday, 10 March 2019
  • Updated: 10 March 2019, 03:58 PM IST

Sports

Latest News

ନୂଆଦିଲ୍ଲୀ: ଆଧାର କାର୍ଡ ସହ ପ୍ୟାନ୍ କାର୍ଡ ସଂଯୋଗ ନକଲେ ଅବୈଧ ହୋଇଯିବ ପ୍ୟାନ୍ କାର୍ଡ। ୩୧ ମାର୍ଚ୍ଚ ୨୦୧୯ ହେଉଛି ପ୍ୟାନ୍ କାର୍ଡ ଓ ଆଧାର କାର୍ଡ ସଂଯୋଗ କରିବାର ଶେଷ ତାରିଖ। ଆୟକର ଆଇନ ୧୩୯ଏଏ ଅନୁଯାୟୀ ଯଦି ଏହି ସଂଯୋଗ କରା ନଯାଏ ତାହେଲେ ପ୍ୟାନ୍ କାର୍ଡ ବେକାର ହୋଇଯିବ।

ଗତବର୍ଷ ଆଧାର କାର୍ଡ ସହ ପ୍ୟାନ୍ କାର୍ଡ ସଂଯୋଗ ନହୋଇଥିବା କାରଣରୁ କେନ୍ଦ୍ର ସରକାର ୧୧ ଲକ୍ଷ ୪୪ ହଜାର ପ୍ୟାନ୍ କାର୍ଡ ବାତିଲ କରିଦେଇଥିଲେ ।

ବ୍ୟାଙ୍କରେ ନେଣଦେଣ ପାଇଁ ପ୍ୟାନ୍ କାର୍ଡ ଅପରିହାର୍ଯ୍ୟ ଅଟେ। ଯଦି ପ୍ୟାନ୍ କାର୍ଡର ବୈଧତା ନ ରହେ, ତାହେଲେ ଆପଣ ଆୟକର ଭରିପାରିବେ ନାହିଁ କି ବ୍ୟାଙ୍କ ଆକାଉଣ୍ଟକୁ ସଚଳ କରିପାରିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story