ପେଟ୍ରୋଲ୍ ୭୪ ପଇସା ଓ ଡିଜେଲ୍ ୧ଟଙ୍କା ୩୦ ପଇସା କମିଲା

ନୂଆଦିଲ୍ଲୀ: ଆଜି ପେଟ୍ରୋଲ୍ ଓ ଡିଜେଲ୍ ଦର କମିଛି। ପେଟ୍ରୋଲ୍ ଲିଟର ପିଛା ୭୪ ପଇସା କମିଥିବା ବେଳେ ଡିଜେଲ୍ ଲିଟର ପିଛା ୧ଟଙ୍କା ୩୦ ପଇସା କମିଛି। ଶୁକ୍ରବାର ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହେବ। ଏହା ପୂର୍ବରୁ ଚଳିତ ମାସ ୪ ତାରିଖରେ ପେଟ୍ରୋଲ୍ ଓ ଡିଜେଲ୍‌ ଦର ବୃଦ୍ଧି ପାଇଥିଲା। ତୈଳ କଂପାନୀଗୁଡ଼ିକ ପେଟ୍ରୋଲ୍ ଲିଟର ପିଛା ୨.୧୯ ଟଙ୍କା ବଢ଼ାଇଥିଲେ। ସେହିପରି ଡିଜେଲ୍‌ ଲିଟର ପିଛା ୯୮ ପଇସା ବଢ଼ିଥିଲା। ତା’ପୂର୍ବରୁ […]

petrol

petrol

Rakesh Mallick
  • Published: Friday, 15 April 2016
  • Updated: 15 April 2016, 02:44 PM IST

Sports

Latest News

ନୂଆଦିଲ୍ଲୀ: ଆଜି ପେଟ୍ରୋଲ୍ ଓ ଡିଜେଲ୍ ଦର କମିଛି। ପେଟ୍ରୋଲ୍ ଲିଟର ପିଛା ୭୪ ପଇସା କମିଥିବା ବେଳେ ଡିଜେଲ୍ ଲିଟର ପିଛା ୧ଟଙ୍କା ୩୦ ପଇସା କମିଛି। ଶୁକ୍ରବାର ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହେବ।

ଏହା ପୂର୍ବରୁ ଚଳିତ ମାସ ୪ ତାରିଖରେ ପେଟ୍ରୋଲ୍ ଓ ଡିଜେଲ୍‌ ଦର ବୃଦ୍ଧି ପାଇଥିଲା। ତୈଳ କଂପାନୀଗୁଡ଼ିକ ପେଟ୍ରୋଲ୍ ଲିଟର ପିଛା ୨.୧୯ ଟଙ୍କା ବଢ଼ାଇଥିଲେ। ସେହିପରି ଡିଜେଲ୍‌ ଲିଟର ପିଛା ୯୮ ପଇସା ବଢ଼ିଥିଲା।

ତା’ପୂର୍ବରୁ ମାର୍ଚ୍ଚ ୧୬ ତାରିଖରେ ପେଟ୍ରୋଲ୍ ଲିଟର ପିଛା ଦର ୩ଟଙ୍କା ୭ ପଇସା ଓ ଡିଜେଲ୍ ଲିଟର ପିଛା ୧ଟଙ୍କା ୯୦ ପଇସା ବୃଦ୍ଧି ହୋଇଥିଲା।

ଫେବ୍ରୁଆରୀ ୨୯ରେ ଡିଜେଲ୍ ୧ ଟଙ୍କା ୪୭ ପଇସା ବଢ଼ିଥିଲା ମାତ୍ର ପେଟ୍ରୋଲ୍ ଲିଟର ପିଛା ୩ ଟଙ୍କା ୨ ପଇସା ହ୍ରାସ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story