ସୁନାଦର ୨୬,୨୯୪ ଟଙ୍କାକୁ ଖସିଲା

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ମାନ୍ଦାବସ୍ଥା ଯୋଗୁଁ ପୁଣି ଖସିଛି ସୁନାଦର। ମଙ୍ଗଳବାର ସୁନାଦର ୧୦ ଗ୍ରାମ ପ୍ରତି ୫୧ ଟଙ୍କା ହ୍ରାସ ପାଇ ୨୬  ହଜାର ୨୯୪ରେ ପହଞ୍ଚିଛି। ସୂଚନାଯୋଗ୍ୟ ଗତ ୧୭ ତାରିଖରେ ସୁନାଦର ବଢି ଥିଲା। କାରବାର ବନ୍ଦ ହେବା ବେଳକୁ ସୁନା ୧୦ଗ୍ରାମ୍ ପ୍ରତି ଦର ୨୭୫ ଟଙ୍କା ବଢି ୨୬ ହଜାର ୬୦୦ ଟଙ୍କାରେ ପହଞ୍ଚିଥିଲା। ସେହିପରି କେଜି ପ୍ରତି ରୂପା ଦର ୧ହଜାର ଟଙ୍କା ବୃଦ୍ଧି ପାଇ ୩୫ ହଜାର ୭୦୦ […]

gold

gold

Rakesh Mallick
  • Published: Tuesday, 22 September 2015
  • Updated: 22 September 2015, 10:21 AM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ମାନ୍ଦାବସ୍ଥା ଯୋଗୁଁ ପୁଣି ଖସିଛି ସୁନାଦର। ମଙ୍ଗଳବାର ସୁନାଦର ୧୦ ଗ୍ରାମ ପ୍ରତି ୫୧ ଟଙ୍କା ହ୍ରାସ ପାଇ ୨୬  ହଜାର ୨୯୪ରେ ପହଞ୍ଚିଛି।

ସୂଚନାଯୋଗ୍ୟ ଗତ ୧୭ ତାରିଖରେ ସୁନାଦର ବଢି ଥିଲା। କାରବାର ବନ୍ଦ ହେବା ବେଳକୁ ସୁନା ୧୦ଗ୍ରାମ୍ ପ୍ରତି ଦର ୨୭୫ ଟଙ୍କା ବଢି ୨୬ ହଜାର ୬୦୦ ଟଙ୍କାରେ ପହଞ୍ଚିଥିଲା। ସେହିପରି କେଜି ପ୍ରତି ରୂପା ଦର ୧ହଜାର ଟଙ୍କା ବୃଦ୍ଧି ପାଇ ୩୫ ହଜାର ୭୦୦ ଟଙ୍କାରେ ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos