ରାଜ୍ୟର ୩ଟି ଖଣିର ନିଲାମ ନେଇ ବିଜ୍ଞପ୍ତି ଖୁବଶୀଘ୍ର

ଭୁବନେଶ୍ୱର: ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ଆଉ ୩ଟି ଖଣିର ନିଲାମୀ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବେ। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିଶେଷକରି ମାଲକାନଗିରି, ବରଗଡ଼ ଓ ନୂଆପଡ଼ା ଜିଲ୍ଲାର ୩ଟି ଲାଇମ୍‌ଷ୍ଟୋନ୍‌ ଖଣିର ନିଲାମୀ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଆଜିର ବୈଠକରେ ଚିହ୍ନଟ ଏହି ୩ଟି ଖଣିର ରିଜର୍ଭ ପ୍ରାଇସ ଏବଂ ବିଡିଂ ପ୍ରାଇସ ମଧ୍ୟ ସ୍ଥିର ହୋଇଛି। ସେହିପରି ଦ୍ୱିତୀୟ […]

mines-secy

mines-secy

Rakesh Mallick
  • Published: Thursday, 08 September 2016
  • Updated: 09 September 2016, 08:12 AM IST

Sports

Latest News

ଭୁବନେଶ୍ୱର: ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ଆଉ ୩ଟି ଖଣିର ନିଲାମୀ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବେ। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିଶେଷକରି ମାଲକାନଗିରି, ବରଗଡ଼ ଓ ନୂଆପଡ଼ା ଜିଲ୍ଲାର ୩ଟି ଲାଇମ୍‌ଷ୍ଟୋନ୍‌ ଖଣିର ନିଲାମୀ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଆଜିର ବୈଠକରେ ଚିହ୍ନଟ ଏହି ୩ଟି ଖଣିର ରିଜର୍ଭ ପ୍ରାଇସ ଏବଂ ବିଡିଂ ପ୍ରାଇସ ମଧ୍ୟ ସ୍ଥିର ହୋଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ଏକ ଲାଇମ୍‌ଷ୍ଟୋନ୍‌ ଏବଂ ଗୋଟିଏ ଖଣିର ନିଲାମୀ ନେଇ ସରକାର ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଖଣି ସଚିବ ଆର.କେ ଶର୍ମା କହିଛନ୍ତି,“ଖୁବଶୀଘ୍ର ରାଜ୍ୟର ୩ଟି ଲାଇମ୍‌ଷ୍ଟୋନ ଖଣିର ବିଜ୍ଞପ୍ତି କରାଯିବା ନେଇ ନିଷ୍ପତ୍ତି ନିଆଯିବ। ଏହି ୩ଟି ଖଣିର ରିଜର୍ଭ ପ୍ରାଇସ ଏବଂ ବିଡିଂ ପ୍ରାଇସ ମଧ୍ୟ ସ୍ଥିର ହୋଇଛି। ଚଳିତ ମାସରେ ଏହି ୩ଟି ଖଣିର ବିଜ୍ଞପ୍ତି ପ୍ରକାଶ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story