ରାଜ୍ୟରେ ରପ୍ତାନୀ ବୃଦ୍ଧି ନେଇ ଅଣ୍ଟା ଭିଡିଲେ ସରକାର

ଭୁବନେଶ୍ୱର: ରାଜ୍ୟରେ ଊତ୍ପାଦର କିଭଳି ରପ୍ତାନୀ ବୃଦ୍ଧି ପାଇବ ସେନେଇ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ବିଭିନ୍ନ କାରଣରୁ ଆମଦାନୀ ତୁଳନାରେ ରପ୍ତାନୀ ପରିମାଣ ହ୍ରାସ ପାଉଥିବାରୁ ରାଜସ୍ୱ ହ୍ରାସ ହେବା ସହିତ ରାଜ୍ୟର ମାନ ବି କମୁଛି। ରପ୍ତାନୀ ବୃଦ୍ଧି ଲକ୍ଷ୍ୟରେ ବିଭିନ୍ନ ଯୋଜନା ସହ ୫୦ ଜଣ ଉଦ୍ୟୋଗୀଙ୍କୁ ସମ୍ମାନୀତ କରିଛି ଅଣୁ, କ୍ଷଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ (ଏମ୍‌ଏସ୍‌ଏମ୍‌ଇ)। ୨୦୧୧-୧୨ ଆର୍ଥିକ ବର୍ଷରେ ଓଡ଼ିଶାର ରପ୍ତାନୀ ୧୬,୨୦୭ କୋଟି ଟଙ୍କା ଥିଲା […]

or-photo

or-photo

Rakesh Mallick
  • Published: Sunday, 18 September 2016
  • Updated: 18 September 2016, 10:00 PM IST

Sports

Latest News

or-photoଭୁବନେଶ୍ୱର: ରାଜ୍ୟରେ ଊତ୍ପାଦର କିଭଳି ରପ୍ତାନୀ ବୃଦ୍ଧି ପାଇବ ସେନେଇ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ବିଭିନ୍ନ କାରଣରୁ ଆମଦାନୀ ତୁଳନାରେ ରପ୍ତାନୀ ପରିମାଣ ହ୍ରାସ ପାଉଥିବାରୁ ରାଜସ୍ୱ ହ୍ରାସ ହେବା ସହିତ ରାଜ୍ୟର ମାନ ବି କମୁଛି। ରପ୍ତାନୀ ବୃଦ୍ଧି ଲକ୍ଷ୍ୟରେ ବିଭିନ୍ନ ଯୋଜନା ସହ ୫୦ ଜଣ ଉଦ୍ୟୋଗୀଙ୍କୁ ସମ୍ମାନୀତ କରିଛି ଅଣୁ, କ୍ଷଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ (ଏମ୍‌ଏସ୍‌ଏମ୍‌ଇ)। ୨୦୧୧-୧୨ ଆର୍ଥିକ ବର୍ଷରେ ଓଡ଼ିଶାର ରପ୍ତାନୀ ୧୬,୨୦୭ କୋଟି ଟଙ୍କା ଥିଲା ବେଳେ ୨୦୧୫-୧୬ରେ ୧୭,୩୪୬ କୋଟରେ ପହଞ୍ଚିଛି। ଚଳିତ ଆର୍ଥିକବର୍ଷରେ ୨୧,୫୦୦ କୋଟି ଟଙ୍କାର ରପ୍ତାନୀ ଲକ୍ଷ୍ୟ ରଖିଛି ଏମ୍‌ଏସ୍‌ଏମ୍‌ଇ। ରପ୍ତାନୀ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ତତ୍ପରତା ପ୍ରକାଶ ପାଇଛି। ୨୦୧୧ରୁ ୨୦୧୪-୧୫ ଆର୍ଥିକ ବର୍ଷ ପାଇଁ ଶ୍ରେଷ୍ଠ ୨୫ଟି ରପ୍ତାନୀ କମ୍ପାନୀକୁ ଟ୍ରଫି ପ୍ରଦାନ ସହ ମାନପତ୍ର ପ୍ରଦାନ କରାଯାଇଛି। ଏଥିସହ ପରିବହନରେ ସୁବିଧା ପାଇଁ ଗ୍ରୀନ୍‌ କାର୍ଡ ପ୍ରଚଳନ ବ୍ୟବସ୍ଥା କରାଯିବାକୁ ଯୋଜନା ମଧ୍ୟ କରାଯାଇଛି।

ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି,“୫୦ ଜଣ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରିବାର ଅର୍ଥ ହେଉଛି ସେମାନଙ୍କୁ ପ୍ରୋତ୍ସାହନ ଦେବା। ସେମାନେ ରାଜ୍ୟର ଅର୍ଥନୀତିରେ କିପରି ଅଧିକ ଯୋଗଦାନ କରିବେ ସେଥିପାଇଁ ତାଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି।”

ଏମ୍‌ଏସ୍‌ଏମ୍‌ଇ ସଚିବ ଏଲ୍‌.ଏନ୍‌ ଗୁପ୍ତା କହିଛନ୍ତି,“ରାଜ୍ୟରେ ଭଲ ରପ୍ତାନୀକାରୀ କମ୍ପାନୀ ଅଛନ୍ତି, ଯେଉଁମାନେ କୌଣସି କର ଫାଙ୍କି ନାହାନ୍ତି। ଯେଉଁ କମ୍ପାନୀ ରାଜ୍ୟର ଅର୍ଥନୀତି ବିକାଶରେ ଯୋଗଦାନ କରିଛନ୍ତି ସେମାନଙ୍କୁ ଆମେ ଗ୍ରୀନ କାର୍ଡ ଦେବାକୁ ଯୋଜନା କରୁଛୁ।”

ଏମ୍‌ଏସ୍‌ଏମ୍‌ଇ ବିଭାଗର ମନ୍ତ୍ରୀ ଯୋଗେନ୍ଦ୍ର ବେହେରା କହିଛନ୍ତି,“ଭୁବନେଶ୍ୱର ସ୍ମାର୍ଟ ସିଟି ହୋଇଥିବାରୁ ଏଠାକୁ ପୁଞ୍ଜିନିବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସରକାରଙ୍କ ତରଫରୁ ସେମାନଙ୍କ ପାଇଁ ବହୁ‍ବିଧ ଯୋଜନା କରାଯାଉଛି। ଆମେ ଆଶା କରୁଛି କି ଏହା ରାଜ୍ୟ ଅର୍ଥନୀତିରେ ସହାୟକ ହେବ।”

୩ ବର୍ଷ ହେଲା ଆଲୁମିନା ରପ୍ତାନୀରେ ଲଗାତାର ଭାବେ ନାଲକୋ ଏକ ନମ୍ବରରେ ଥିବାବେଳେ ୨୦୧୪-୧୫ ବର୍ଷ ପାଇଁ ଆଲୁମିନା ରପ୍ତାନୀର କ୍ଷେତ୍ରରେ ବେଦାନ୍ତକୁ ଏହି ଟ୍ରଫି ପ୍ରଦାନ କରାଯାଇଛି। ସେହିଭଳି ଭିନ୍ନ ଭିନ୍ନ ଉତ୍ପାଦନ ରପ୍ତାନରେ ଇମ୍ପା, ଫାଲକନ୍‌ ମେରାଇନ୍‌ ବିର୍ଲା, ଗୁପ୍ତା ପାୱାର ଜେପି, ହ୍ୟାଣ୍ଡଲୁମ, ମ୍ୟାଗ୍ନମ ସି ଫୁଡ ଓ ଇନ୍‌ଫୋସିସ ଭଳି କମ୍ପାନୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story