ଦେଶର ନିରନ୍ତର ଆର୍ଥିକ ବିକାଶ ମୋର ପ୍ରଥମ କର୍ତ୍ତବ୍ୟ: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ଭୁବନେଶ୍ବର(ଓଡିଶା ରିପୋର୍ଟର): “ଦେଶର ନିରନ୍ତର ଆର୍ଥିକ ବିକାଶ ଏବଂ ବ୍ୟାଙ୍କିଙ୍ଗ ଶିଳ୍ପର ଅଗ୍ରଗତି ମୋର ପ୍ରଥମ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ।” ଏହା କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ପ୍ରଥମ ଓଡ଼ିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଭୁବନେଶ୍ବର ସ୍ଥିତ ନିଜର ପିଲାଦିନର ସ୍କୁଲ ଡେମନଷ୍ଟ୍ରେଶନ ମଲ୍ଟିପର୍ପଜ୍ ବା ଡିଏମ୍ ସ୍କୁଲ ର ବାର୍ଷିକ ବନ୍ଧୁମିଳନ ୨୦୧୯ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆରବିଆଇର ଗଭର୍ଣ୍ଣର ଭାବେ […]

shaktikant-dash

shaktikant-dash

Subrat Kumar Nayak
  • Published: Tuesday, 26 February 2019
  • Updated: 26 February 2019, 04:41 PM IST

Sports

Latest News

ଭୁବନେଶ୍ବର(ଓଡିଶା ରିପୋର୍ଟର): "ଦେଶର ନିରନ୍ତର ଆର୍ଥିକ ବିକାଶ ଏବଂ ବ୍ୟାଙ୍କିଙ୍ଗ ଶିଳ୍ପର ଅଗ୍ରଗତି ମୋର ପ୍ରଥମ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ।" ଏହା କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ପ୍ରଥମ ଓଡ଼ିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଭୁବନେଶ୍ବର ସ୍ଥିତ ନିଜର ପିଲାଦିନର ସ୍କୁଲ ଡେମନଷ୍ଟ୍ରେଶନ ମଲ୍ଟିପର୍ପଜ୍ ବା ଡିଏମ୍ ସ୍କୁଲ ର ବାର୍ଷିକ ବନ୍ଧୁମିଳନ ୨୦୧୯ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି।

ଏହି ଅବସରରେ ସେ କହିଛନ୍ତି, ଆରବିଆଇର ଗଭର୍ଣ୍ଣର ଭାବେ ତାଙ୍କୁ ଯେଉଁ ଦାୟିତ୍ୱ ମିଳିଛି ତାହା ଅଚାନକ୍ ଥିଲା। ଆରବିଆଇ କେବଳ ନୋଟ୍ ଛାପିବା ଓ ବିତରଣ କରିବାର କ୍ଷମତା ବହନ କରେ ନାହିଁ ବରଂ ଦେଶର ଆର୍ଥିକ ବ୍ୟବସ୍ଥାକୁ ନିରନ୍ତର ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହା ମୁଦ୍ରା ନୀତିକୁ ତଦାରଖ କରେ। ବୈଦେଶିକ ମୁଦ୍ରା ବିନିମୟକୁ ମଧ୍ୟ ତୀକ୍ଷ୍ଣ ନଜରରେ ରଖେ ବୋଲି ଶ୍ରୀ ଦାସ କହିଛନ୍ତି।

ଏହା ବାଦ୍ ଆରବିଆଇ ଦେଶର ବାଣିଜ୍ୟିକ ବ୍ୟାଙ୍କ, ଏନବିଏଫସି ଓ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ମଧ୍ୟ ନିୟନ୍ତ୍ରଣ କରେ। ଖାଲି ସେତିକି ନୁହେଁ, ଆରବିଆଇର ଗଭର୍ଣ୍ଣର ହୋଇ କାମ କରିବା ଭାରି କାଠିକର ପାଠ ଏବଂ ଏଠି ସବୁ ସମୟରେ ସତର୍କ ରହିବାକୁ ପଡ଼ିଥାଏ ବୋଲି ସେ କହିଛନ୍ତି। ପୃଥିବୀର କୌଣସି ବି କୋଣରେ କିଛିବି ଘଟିଲେ ତାହା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଯେ ପ୍ରଭାବିତ କରିବ ନାହିଁ, ତାହା କୁହାଯାଇ ନପାରେ। ୟୁରୋପୀୟ ୟୁନିୟନରୁ ବ୍ରିଟେନ୍ ବାହାରିଯିବାର ଦ୍ୱନ୍ଦ୍ୱ ହେଉ ବା ଚାଇନା ଆମେରିକା ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ହେଉ, ସବୁ ଘଟଣା ଆମ ପାଇଁ ସତର୍କ ଘଣ୍ଟି ସଦୃଶ ବୋଲି କହିଛନ୍ତି ଶ୍ରୀ ଦାସ।

କୌଣସି ଦେଶର ସେଣ୍ଟ୍ରାଲ ବ୍ୟାଙ୍କ ଯଦି କୌଣସି ବି ଅର୍ଥନୈତିକ ଘୋଷଣା କରେ ତେବେ ତା'କୁ ଆମ ତନ୍ନ ତନ୍ନ କରି ତର୍ଜମା କରିବାକୁ ପଡ଼ିବ, ବର୍ତ୍ତମାନର ସମୟ ଏହା ହିଁ ଚାହୁଁଛି ବୋଲି ଶ୍ରୀ
ଦାସ କହିଛନ୍ତି।

ଏଥି ସହିତ ତାଙ୍କରପୁରୁଣା ସ୍କୁଲ ପ୍ରତି ତାଙ୍କର ଅଶେଷ ଦୁର୍ବଳତା ଥିବା ଉଲ୍ଲେଖ କରି ଶକ୍ତିକାନ୍ତ କହିଛନ୍ତି, "ମୋର ପ୍ରିୟ ସ୍କୁଲ ପାଇଁ ଯଦି ମୁଁ କିଛି କରିପାରିବି ତାହାଲେ ମୁଁ ନିଜକୁ ଧନ୍ୟ ମନେକରିବି। ଏଠି ଯଦି ଅଡିଟୋରିୟମଟିଏ ନିର୍ମାଣ କରାଯାଏ ତାହାଲେ ମୋ ଦ୍ୱାରା ଯାହା ସମ୍ଭବ, ମୁଁ ନିଶ୍ଚୟ କରିବି।

ଡିଏମ ସ୍କୁଲରେ ଛାତ୍ର ଥିବା ସମୟର କଥା ମନେ ପକାଇ ସେ କହିଛନ୍ତି, "ମୋ ଶିକ୍ଷାନୁଷ୍ଠାନ ମତେ ଭଲ ମଣିଷ ହେବା ଶିଖେଇଛି। ଆଉ ଜଣେ ଉତ୍ତମ ନାଗରିକ ହେବା ଶିଖେଇଛି। ଆମବେଳେ ଆମ ଶିକ୍ଷକ ଶିକ୍ଷୟତ୍ରୀ ଆମ ପାଇଁ ଅନେକ ପରିଶ୍ରମ କରିଛନ୍ତି। ଆଜିର ସମୟରେ ସେ ସବୁକୁ ସ୍ମୃତି ଫେରାଇ ଆଣୁଥିବା ଟେକ୍ନୋଲୋଜିକୁ ଧନ୍ୟବାଦ। ହଉ ପଛେ ହ୍ବାଟସଆପରେ ବା ଫେସବୁକରେ, ଗୋଟେ ଗୁଡମର୍ନିଙ୍ଗ ମେସେଜ୍ ମୋତେ ମୋ ପିଲାଦିନର ବନ୍ଧୁଙ୍କ ସହ ଯୋଡୁଥିବାରୁ ସେଇ ଟେକ୍ନୋଲଜି ମତେ ବିମୋହିତ କରେ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story