୫୦୦ ଓ ୧୦୦୦ ଟଙ୍କାରେ ଖୁବଶୀଘ୍ର ଉପଲବ୍ଧ ହେବ ବ୍ରେଲି ସୁବିଧା

ନୂଆଦିଲ୍ଲୀ: ଦୃଷ୍ଟିହୀନଙ୍କ ପାଇଁ ଖୁସିର ଖବର। ୫୦୦ ଓ ୧,୦୦୦ ଟଙ୍କାକୁ ସହଜରେ ଚିହ୍ନିବା ପାଇଁ ଉପଲବ୍ଧ ହେବ ବ୍ରେଲି ସୁବିଧା। ଖୁବଶୀଘ୍ର ରିଜର୍ଭ ବ୍ୟାଙ୍କ ଏହି ସୁବିଧା ୫ଶହ ଓ ୧ ହଜାର ନୋଟ ଉପରେ ଆରମ୍ଭ କରିବେ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆରବିଆଇ ୫୦୦ ଟଙ୍କିଆ ନୋଟର ନମ୍ବର ପ୍ୟାନେଲରେ ସ୍ୱତନ୍ତ୍ର ନମ୍ବର ସହ ଆସେଣ୍ଡିଂ ସାଇଜ୍ ଲାଗୁ କରିଛି। ନୋଟକୁ ଚିହ୍ନିବା ପାଇଁ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଆରବି‌ଆଇ […]

RBI introduces new features in Rs 500, Rs 1,000 notes

RBI introduces new features in Rs 500, Rs 1,000 notes

Rakesh Mallick
  • Published: Wednesday, 23 September 2015
  • Updated: 23 September 2015, 03:19 PM IST

Sports

Latest News

ନୂଆଦିଲ୍ଲୀ: ଦୃଷ୍ଟିହୀନଙ୍କ ପାଇଁ ଖୁସିର ଖବର। ୫୦୦ ଓ ୧,୦୦୦ ଟଙ୍କାକୁ ସହଜରେ ଚିହ୍ନିବା ପାଇଁ ଉପଲବ୍ଧ ହେବ ବ୍ରେଲି ସୁବିଧା। ଖୁବଶୀଘ୍ର ରିଜର୍ଭ ବ୍ୟାଙ୍କ ଏହି ସୁବିଧା ୫ଶହ ଓ ୧ ହଜାର ନୋଟ ଉପରେ ଆରମ୍ଭ କରିବେ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଆରବିଆଇ ୫୦୦ ଟଙ୍କିଆ ନୋଟର ନମ୍ବର ପ୍ୟାନେଲରେ ସ୍ୱତନ୍ତ୍ର ନମ୍ବର ସହ ଆସେଣ୍ଡିଂ ସାଇଜ୍ ଲାଗୁ କରିଛି। ନୋଟକୁ ଚିହ୍ନିବା ପାଇଁ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଆରବି‌ଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ବ୍ୟବସ୍ଥାକୁ ୧୦୦୦ ଟଙ୍କିଆ ନୋଟରେ ମଧ୍ୟ ବ୍ୟବହାର କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos