Realme 3ର ଆଜି ପୁଣିଥରେ ଫ୍ଲାସ୍‌ ସେଲ୍‌

ନୂଆଦୀଲ୍ଲୀ: Realme 3ର ଆଜି ପୁଣିଥରେ ଫ୍ଲାସ୍‌ ସେଲ୍‌। ଗ୍ରାହକ ଏହି ସ୍ମାର୍ଟଫୋନ୍‌କୁ ଦିନ ୧୨ଟା ପରଠୁ କିଣିପାରିବେ। କମ୍ପାନୀ ଏହାକୁ ଚଳିତ ମାସର ଆରମ୍ଭରେ ଲଞ୍ଚ କରିଥିଲା। ଏହାର ଭାରତରେ Realme 3ର 3GB ରାମ୍ 32GB ଷ୍ଟୋରେଜ ଓ 4GB ରାମ୍ 64GB ଷ୍ଟୋରେଜ୍‌ ଦୁଇଟି ଭ୍ୟାରିୟାଣ୍ଟ ଲଞ୍ଚ୍‌ କରାଯାଇଛି। ଏହାର ମୂଲ୍ୟ କ୍ରମଶଃ ୮ ହଜାର ୯୯୯ ଓ ୧୦ ହଜାର ୯୯୯ ଟଙ୍କା ରଖାଯାଇଛି। ଏହି ଫୋନ୍‌ଟି ବ୍ଲାକ୍‌ ଓ ଡାଇନାମିକ୍‌ […]

realme

realme

Chinmayee Roy
  • Published: Tuesday, 26 March 2019
  • Updated: 26 March 2019, 12:37 PM IST

Sports

Latest News

ନୂଆଦୀଲ୍ଲୀ: Realme 3ର ଆଜି ପୁଣିଥରେ ଫ୍ଲାସ୍‌ ସେଲ୍‌। ଗ୍ରାହକ ଏହି ସ୍ମାର୍ଟଫୋନ୍‌କୁ ଦିନ ୧୨ଟା ପରଠୁ କିଣିପାରିବେ। କମ୍ପାନୀ ଏହାକୁ ଚଳିତ ମାସର ଆରମ୍ଭରେ ଲଞ୍ଚ କରିଥିଲା। ଏହାର ଭାରତରେ Realme 3ର 3GB ରାମ୍ 32GB ଷ୍ଟୋରେଜ ଓ 4GB ରାମ୍ 64GB ଷ୍ଟୋରେଜ୍‌ ଦୁଇଟି ଭ୍ୟାରିୟାଣ୍ଟ ଲଞ୍ଚ୍‌ କରାଯାଇଛି। ଏହାର ମୂଲ୍ୟ କ୍ରମଶଃ ୮ ହଜାର ୯୯୯ ଓ ୧୦ ହଜାର ୯୯୯ ଟଙ୍କା ରଖାଯାଇଛି। ଏହି ଫୋନ୍‌ଟି ବ୍ଲାକ୍‌ ଓ ଡାଇନାମିକ୍‌ ବ୍ଲାକ୍‌ ୨ଟି କଲର ଅପସନ୍‌ରେ ଉପଲବ୍ଧ।

ସେଲ୍‌ରେ ଗ୍ରାହକ ଆକ୍ସିସ୍‌ ବ୍ୟାଙ୍କ କାର୍ଡ଼ରେ ୫୦୦ ଟଙ୍କାର ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ପାଇପାରିବେ।  EMI ଟ୍ରାଞ୍ଜାକ୍ସନ୍‌ରେ ଗ୍ରାହକ ୫ ପ୍ରତିଶତ ରିହାତିର ଲାଭ ଉଠାଇପାରିବେ।

ଏହାର ବିଶେଷତ୍ୱ ହେଉଛି ଏହାର ୧୩ ମେଗାପିକ୍ସେଲ ଓ ୨ ମେଗାପିକ୍ସେଲ୍‌ର ଡୁଆଲ ରିୟର କ୍ୟାମେରା ସେଟଅପ୍‌ ଓ 4,230mAhର ବ୍ୟାଟେରୀ। ଏଥିସହ Realme U1ରେ ଦିଆଯାଇଥିବା MediaTek Helio P70 ପ୍ରୋସେସର ମଧ୍ୟ ଏହି ଫୋନ୍‌ରେ ଦିଆଯାଇଛି। ସେଲ୍‌ଫି ପାଇଁ ଏହାର ଫ୍ରଣ୍ଟରେ ୧୩ ମେଗାପିକ୍ସେଲର AI କ୍ୟାମେରା ଦିଆଯାଇଛି। ଏଥିସହ ୧୯:୯ ରେସିଓ ସହ ୬.୨ ଇଞ୍ଚର ଏଚ୍‌ଡି ପ୍ଲସ୍‌ ଡିସ୍‌ପ୍ଲେ ଦିଆଯାଇଛି। ଏହାର 4230mAhର ବ୍ୟାଟେରୀ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story