ରେପୋ ରେଟ୍‌ ୬.୫ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଆଜି ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତିର ସମୀକ୍ଷା କରି ସୁଧ ହାରରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ ରେପୋ ରେଟ୍‌କୁ ୬.୫ ପ୍ରତିଶତ ଅପରିବର୍ତ୍ତିତ ରଖିଛନ୍ତି। ସେହିପରି କ୍ୟାସ୍‌ ରିଜର୍ଭ ରେସିଓ  ବା ସି.ଆର୍‌.ଆର୍‌କୁ ମଧ୍ୟ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତୀ ବୃଦ୍ଧି ପାଉଛି। ଏହାଛଡ଼ା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି। ସେହି ଦୃଷ୍ଟିରୁ ସୁଧହାରରେ ରାଜନ୍ କୌଣସି ପରିବର୍ତ୍ତନ […]

reserve bank of india

reserve bank of india

Rakesh Mallick
  • Published: Tuesday, 07 June 2016
  • Updated: 07 June 2016, 01:03 PM IST

Sports

Latest News

ନୂଆଦିଲ୍ଲୀ: ଆଜି ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତିର ସମୀକ୍ଷା କରି ସୁଧ ହାରରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ ରେପୋ ରେଟ୍‌କୁ ୬.୫ ପ୍ରତିଶତ ଅପରିବର୍ତ୍ତିତ ରଖିଛନ୍ତି। ସେହିପରି କ୍ୟାସ୍‌ ରିଜର୍ଭ ରେସିଓ  ବା ସି.ଆର୍‌.ଆର୍‌କୁ ମଧ୍ୟ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି।

ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତୀ ବୃଦ୍ଧି ପାଉଛି। ଏହାଛଡ଼ା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି। ସେହି ଦୃଷ୍ଟିରୁ ସୁଧହାରରେ ରାଜନ୍ କୌଣସି ପରିବର୍ତ୍ତନ କରିବେ ନାହିଁ ବୋଲି ପୂର୍ବରୁ ଆକଳନ କରାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos