ରିଜର୍ଭ ବ୍ୟାଙ୍କ ସୁଧହାର କମିବା ପରେ ରିଅଲ ଇଷ୍ଟେଟ କାରବାର ବଢିବାର ଆଶା

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ସୁଧହାର କମାଇବା ପରେ ବିଭିନ୍ନ କ୍ଷେତ୍ର ଉପରେ ଏହାର ଭଲ ପ୍ରଭାବ ପଡ଼ିବାକୁ ଯାଉଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପରେ ଅନ୍ୟ କେତେକ ବ୍ୟାଙ୍କ ସୁଧହାର କମାଇଥିବାରୁ କାର୍ ଓ ହୋମ୍ ଲୋନ୍ କରିଥିବା ଲୋକଙ୍କୁ ଫ।ଇଦା ମିଳିବ। ସୁଧହାର କମିବା ଦ୍ୱାରା ରିଅଲ ଇଷ୍ଟେଟ ସମେତ ଅନ୍ୟଶିଳ୍ପ ଉତ୍ପାଦନ ବୃଦ୍ଧି ପାଇବା ଆଶା କରାଯାଉଛି। ୨୦ ବର୍ଷ ପାଇଁ ଷ୍ଟେଟ ବ୍ୟାଙ୍କରୁ ୨୦ଲକ୍ଷ ଟଙ୍କ।ର ଗୃହ ଋଣ କଲେ ଆଗରୁ […]

rbi

rbi

Rakesh Mallick
  • Published: Wednesday, 30 September 2015
  • Updated: 30 September 2015, 03:13 PM IST

Sports

Latest News

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ସୁଧହାର କମାଇବା ପରେ ବିଭିନ୍ନ କ୍ଷେତ୍ର ଉପରେ ଏହାର ଭଲ ପ୍ରଭାବ ପଡ଼ିବାକୁ ଯାଉଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପରେ ଅନ୍ୟ କେତେକ ବ୍ୟାଙ୍କ ସୁଧହାର କମାଇଥିବାରୁ କାର୍ ଓ ହୋମ୍ ଲୋନ୍ କରିଥିବା ଲୋକଙ୍କୁ ଫ।ଇଦା ମିଳିବ। ସୁଧହାର କମିବା ଦ୍ୱାରା ରିଅଲ ଇଷ୍ଟେଟ ସମେତ ଅନ୍ୟଶିଳ୍ପ ଉତ୍ପାଦନ ବୃଦ୍ଧି ପାଇବା ଆଶା କରାଯାଉଛି। ୨୦ ବର୍ଷ ପାଇଁ ଷ୍ଟେଟ ବ୍ୟାଙ୍କରୁ ୨୦ଲକ୍ଷ ଟଙ୍କ।ର ଗୃହ ଋଣ କଲେ ଆଗରୁ ଇଏମ୍ଆଇ ବା ମାସିକ କିସ୍ତି ପଡୁଥିଲା ପ୍ରାୟ ୧୯ ହଜାର ଟଙ୍କ।। ତେବେ ଷ୍ଟେଟ ବ୍ୟାଙ୍କ ସୁଧହାର ଦଶମିକ ୪ ପ୍ରତିଶତ କମାଇବା ପରେ ଏଣିକି ପଡ଼ିବ ୧୮ ହଜାର ୪୮୮ ଟଙ୍କ।। ଷ୍ଟେଟ ବ୍ୟାଙ୍କ ପରେ ଆନ୍ଧ୍ରା ବ୍ୟାଙ୍କ ଏହାର ସୁଧହାର ଦଶମିକ ୨୫ ପ୍ରତିଶତ ହ୍ରାସ କରିଥିବା ବେଳେ ଷ୍ଟେଟ ବ୍ୟାଙ୍କ ଅଫ୍ ଟ୍ରାଭାନକୋର ସୁଧହାର ଦଶମିକ ୨ ପ୍ରତିଶତ କମାଇଛି। ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ଏହାର ସୁଧହାରକୁ ଦଶମିକ ୨୫ ପ୍ରତିଶତ ହ୍ରାସ କରିବା ନେଇ ସୂଚନା ଦେଇଛି। ଅନ୍ୟ ବ୍ୟାଙ୍କମାନେ ମଧ୍ୟ ଶୀଘ୍ର ସେମାନଙ୍କ ସୁଧହାର ହ୍ରାସ କରିବା ସମ୍ଭାବନା ରହିଛି ।

ସୁଧହାର ହ୍ରାସ ଦ୍ୱାରା ରିୟଲ ଇଷ୍ଟେଟ କାରବାର ମଧ୍ୟ ବଢିବା ଆଶା କରାଯାଉଛି। ଗୃହ ଋଣ ଇଏମ୍ଆଇ କମିଥିବାରୁ ଲୋକେ ଏବେ ଫ୍ଲ।ଟ୍ କିଣିବା ଲାଗି ଆଗ୍ରହ ଦେଖାଇପାରନ୍ତି। ଫଳରେ କିଛି ଦିନ ହେଲା ମାନ୍ଦା ଅବସ୍ଥାରେ ଗତି କରୁଥିବା ରିଅଲ ଇଷ୍ଟେଟ ବ୍ୟବସାୟ ପୁଣି ତ୍ୱରାନ୍ୱିତ ହେବ ବୋଲି ବିଲ୍ଡରମାନେ ଆଶା ରଖିଛନ୍ତି। କେବଳ ରିଅଲ ଇଷ୍ଟେଟ ନୁହେଁ, ସୁଧହାର ହ୍ରାସ ପାଇଥିବାରୁ ଶିଳ୍ପ ଓ ଅନ୍ୟ କ୍ଷେତ୍ରରେ ନିବେଶ ବଢିବା ସହ ଉତ୍ପାଦନ ବଢିବା ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story