ଦୀପାବଳି ଅବସରରେ ରିଲାଏନ୍ସ ଜିଓର ୪ଟି ନୂଆ ପ୍ଲାନ୍

ନୂଆଦିଲ୍ଲୀ: ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଜିଓ ଦୀପାବଳି ଅବସରରେ ୪ଟି ନୂଆ ପ୍ଲାନ୍ ଘୋଷଣା କରିଛି। ଏହି ପ୍ଲାନ୍ ୭୫ ଟଙ୍କାରୁ ଆରମ୍ଭ ହୋଇ ୧୮୫ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ପ୍ଲାନ୍ ଜିଓ ଫୋନ୍ ବ୍ୟବହାରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କମ୍ପାନୀ ଘୋଷଣା କରିଛି। କମ୍ପାନୀ ଆଜି ୭୫, ୧୨୫, ୧୫୫ ଏବଂ ୧୮୫ ଟଙ୍କାର ପ୍ଲାନ୍ ଘୋଷଣା କରିଛି। ଏହି ସମସ୍ତ ପ୍ଲାନରେ ଜିଓ ଟୁ ଜିଓ ଅସୀମିତ କଲ୍ ସେବା […]

jio4

jio4

Subhransu Sekhar
  • Published: Friday, 25 October 2019
  • Updated: 25 October 2019, 03:36 PM IST

Sports

Latest News

ନୂଆଦିଲ୍ଲୀ: ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଜିଓ ଦୀପାବଳି ଅବସରରେ ୪ଟି ନୂଆ ପ୍ଲାନ୍ ଘୋଷଣା କରିଛି। ଏହି ପ୍ଲାନ୍ ୭୫ ଟଙ୍କାରୁ ଆରମ୍ଭ ହୋଇ ୧୮୫ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ପ୍ଲାନ୍ ଜିଓ ଫୋନ୍ ବ୍ୟବହାରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କମ୍ପାନୀ ଘୋଷଣା କରିଛି।

କମ୍ପାନୀ ଆଜି ୭୫, ୧୨୫, ୧୫୫ ଏବଂ ୧୮୫ ଟଙ୍କାର ପ୍ଲାନ୍ ଘୋଷଣା କରିଛି। ଏହି ସମସ୍ତ ପ୍ଲାନରେ ଜିଓ ଟୁ ଜିଓ ଅସୀମିତ କଲ୍ ସେବା ରହିଛି। ତେବେ ଜିଓ ଟୁ ଅନ୍ୟ ନେଟଓ୍ୱର୍କକୁ କଲ୍ କରିବା ପାଇଁ ୫୦୦ ମିନିଟ୍ ଫ୍ରି ରହିଛି। ୭୫ ଟଙ୍କାରେ ମାସିକ ଇଣ୍ଟରନେଟ୍ ଡାଟା ଜିବି, ୧୫୫ ଟଙ୍କାରେ ୧୪ ଜିବି, ୧୫୫ ଟଙ୍କାରେ ୨୮ ଜିବି ଏବଂ ୧୮୫ ଟଙ୍କାରେ ୫୬ ଜିବି ଡାଟା ମିଳିବ। ଅନ୍ୟ କମ୍ପାନୀର ଡାଟା ଅନୁସାରେ ଜିଓ ତିନି ଗୁଣା ଅଧିକ ଡାଟା ପାଖାପାଖି ସମାନ ଟଙ୍କାରେ ଦେଉଥିବା ଦାବି କରିଛି।

ଏହା ପୂର୍ବରୁ ସୋମବାର ଜିଓ ୨୨୨, ୩୩୩ ଏବଂ ୪୪୪ ପ୍ଲାନ୍ ବଜାରକୁ ଛାଡ଼ିବ ବୋଲି ଘୋଷଣା କରିଛି। ଏହି ତିନୋଟି ରିଚାର୍ଜ ପ୍ୟାକ ଜରିଆରେ ଗ୍ରାହକ ନନ୍ ଜିଓକୁ ହଜାରେ ମିନିଟର କଲ୍ ସହିତ ପ୍ରତିଦିନ ଦୁଇ ଜିବିର ଇଣ୍ଟରନେଟ ଡାଟା ପାଇବେ। ତେବେ ପୂର୍ବ ରିଚାର୍ଜରେ ଜିଓରୁ ଅନ୍ୟ ନେଟଓ୍ୱର୍କକୁ କଲ୍ କରିବା ପାଇଁ ଯେଉଁଭଳି ଅସୀମିତ କଲ୍ ସୁବିଧା ଥିଲା, ଏହି ତିନୋଟି ପ୍ଲାନରେ ସେଭଳି ସୁବିଧା ନାହିଁ ବୋଲି ଜିଓ ସ୍ପଷ୍ଟ କରିଛି।

୨୨୨ ରିଚାର୍ଜ ପ୍ଲାନର ଅବଧି ୨୮ ଦିନ ରହିବ। ଏହି ରିଚାର୍ଜ ପ୍ୟାକରେ ଜିଓକୁ ଜିଓ ଅସୀମିତ କଲ୍ ସୁବିଧା ରହିଥିବା ବେଳେ ନନ୍ ଜିଓକୁ ହଜାରେ ମିନିଟର କଲ୍ ସୁବିଧା ରହିଛି। ପ୍ରତିଦିନ ଜିବି ଇଣ୍ଟରନେଟ ଡାଟା ମିଳିବ।

୩୩୩ ରିଚାର୍ଜ ପ୍ଲାନର ଅବଧି ଦୁଇ ମାସ ରହିବ। ଏହି ରିଚାର୍ଜ ପ୍ୟାକରେ ଜିଓକୁ ଜିଓ ଅସୀମିତ କଲ୍ ସୁବିଧା ରହିଥିବା ବେଳେ ନନ୍ ଜିଓକୁ ହଜାରେ ମିନିଟର କଲ୍ ସୁବିଧା ରହିଛି। ପ୍ରତିଦିନ ଜିବି ଇଣ୍ଟରନେଟ ଡାଟା ମିଳିବ।

୪୪୪ ରିଚାର୍ଜ ପ୍ଲାନର ଅବଧି ତିନି ମାସ ରହିଛି। ଏହି ରିଚାର୍ଜ ପ୍ୟାକରେ ଜିଓକୁ ଜିଓ ଅସୀମିତ କଲ୍ ସୁବିଧା ରହିଥିବା ବେଳେ ନନ୍ ଜିଓକୁ ହଜାରେ ମିନିଟର କଲ୍ ସୁବିଧା ରହିଛି। ପ୍ରତିଦିନ ଜିବି ଇଣ୍ଟରନେଟ ଡାଟା ମିଳିବ।

ସୂଚନାଯୋଗ୍ୟ, ଅକ୍ଟୋବର ୯ରୁ ଜିଓ ଅନ୍ୟ ନେଟଓ୍ୱର୍କକୁ କଲ୍ କଲେ ମିନିଟ୍ ପିଛା ପଇସା ଗ୍ରାହକଙ୍କୁ ଦେବାକୁ ପଡ଼ିବ ବୋଲି ଘୋଷଣା କରିଛି। ଅନ୍ୟ କମ୍ପାନୀମାନେ ଗ୍ରାହକଙ୍କ ପାଖରୁ ଆଇୟୁସି ଚାର୍ଜ ନେବେ ନାହିଁ ବୋଲି ଘୋଷଣା କରିବା ପରେ ଜିଓ ପ୍ରତି ଲୋକଙ୍କ ଅସନ୍ତୋଷ ବଢ଼ିଥିବା ଦେଖିବାକୁ ମିଳିଛି।ଏହାପରେ ଅଣ ଜିଓ ଗ୍ରାହକଙ୍କୁ କଲ୍ କରିବା ପାଇଁ ଜିଓ ବିଭିନ୍ନ ପ୍ଲାନ୍ ଘୋଷଣା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story