ମଣିଷ ବଦଳରେ ରୋବୋଟ୍‌ ନେବ ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ: ଖୁବଶୀଘ୍ର ବଡ଼ ବଡ଼ କମ୍ପାନୀରେ ରୋବୋଟ୍‌ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଯାଉଛି। ଏଚଆର ପଦବୀରେ ଜଣେ ମଣିଷ ବଦଳରେ ରୋବୋଟ୍‌କୁ ବସାଇ କମ୍ପାନୀମାନେ ନିଯୁକ୍ତି ପ୍ରକ୍ରିୟାରେ ଆହୁରି ଗୁଣବତ୍ତା ଆଣିବାକୁ ଯାଉଛନ୍ତି। ଏହି ଧାରାରେ ଦେଶର ପ୍ରଥମ ଘରୋଇ ବ୍ୟାଙ୍କ ଫେଡେରାଲ ବ୍ୟାଙ୍କ ଆର୍ଟିଫିସିଆଲ ଇଣ୍ଟିଲେଜେନ୍ସ ଦ୍ୱାରା ପ୍ରସ୍ତୁତ ରୋବୋଟ୍‌କୁ ଏଚଆର ସ୍ଥାନରେ ନିଯୁକ୍ତି ଦେଇଛି। ଏହି ରୋବୋଟ୍‌ ପ୍ରଥମେ ସମସ୍ତଙ୍କର ଇଣ୍ଟରଭ୍ୟୁ ନେବ। ଏହାପରେ ଏଚଆର ଏକଜକ୍ୟୁଟିଭ ଆବେଦନକାରୀଙ୍କ ଚାକିରୀ ବାବଦରେ […]

robot

robot

Subhransu Sekhar
  • Published: Friday, 22 November 2019
  • Updated: 22 November 2019, 01:04 PM IST

Sports

Latest News

ନୂଆଦିଲ୍ଲୀ: ଖୁବଶୀଘ୍ର ବଡ଼ ବଡ଼ କମ୍ପାନୀରେ ରୋବୋଟ୍‌ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଯାଉଛି। ଏଚଆର ପଦବୀରେ ଜଣେ ମଣିଷ ବଦଳରେ ରୋବୋଟ୍‌କୁ ବସାଇ କମ୍ପାନୀମାନେ ନିଯୁକ୍ତି ପ୍ରକ୍ରିୟାରେ ଆହୁରି ଗୁଣବତ୍ତା ଆଣିବାକୁ ଯାଉଛନ୍ତି।

ଏହି ଧାରାରେ ଦେଶର ପ୍ରଥମ ଘରୋଇ ବ୍ୟାଙ୍କ ଫେଡେରାଲ ବ୍ୟାଙ୍କ ଆର୍ଟିଫିସିଆଲ ଇଣ୍ଟିଲେଜେନ୍ସ ଦ୍ୱାରା ପ୍ରସ୍ତୁତ ରୋବୋଟ୍‌କୁ ଏଚଆର ସ୍ଥାନରେ ନିଯୁକ୍ତି ଦେଇଛି। ଏହି ରୋବୋଟ୍‌ ପ୍ରଥମେ ସମସ୍ତଙ୍କର ଇଣ୍ଟରଭ୍ୟୁ ନେବ। ଏହାପରେ ଏଚଆର ଏକଜକ୍ୟୁଟିଭ ଆବେଦନକାରୀଙ୍କ ଚାକିରୀ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ଫେଡେରାଲ ବ୍ୟାଙ୍କ୍ ଏହି ଇଣ୍ଟରଭ୍ୟୁ ପ୍ରକ୍ରିୟାର ନାମକରଣ ଫେଡ୍ ରିକ୍ରୁଟ୍ (FedRecruit ) ରଖିଛି। ଇଣ୍ଟରଭ୍ୟୁ ନେବା ବେଳେ ଆବେଦନକାରୀଙ୍କୁ ସମସ୍ତ ଦିଗରେ ପ୍ରଶ୍ନ ପଚାରିବ ଏହି ରୋବୋଟ୍‌। ଆବେଦନକାରୀ ଇଣ୍ଟରଭ୍ୟୁ ଦେବା ବେଳେ ସାଇକୋମେଟ୍ରିକ୍ସ, ଗେମ୍ ବେଷ୍ଟ ଆଦି ଉପରେ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ଯେଉଁଥିରୁ ଆବେଦନକାରୀଙ୍କ ମୂଲ୍ୟାଙ୍କନ କରିବ ଏହି ଏଚଆର ରୋବୋଟ୍‌।

ଫେଡେରାଲ ବ୍ୟାଙ୍କର ଏଚଆର ମୁଖ୍ୟ ପ୍ରତିକ୍ରିୟାରେ କହିଛନ୍ତି, ରୋବୋଟିକ୍ସ ଇଣ୍ଟରଭ୍ୟୁ ଦେବା ଫଳରେ ଜଣେ ଆବେଦନକାରୀଙ୍କ ବ୍ୟକ୍ତିତ୍ୱ ବାବଦରେ ମଧ୍ୟ ସୂଚନା ମିଳିପାରିବ।। ଆଗାମୀ ଆର୍ଥିକ ବର୍ଷ ପାଇଁ ଏହି ବ୍ୟାଙ୍କ ମୋଟ୍ ୭୦୦ ଜଣଙ୍କୁ ନିଯୁକ୍ତି ଦେବ। ଏଥିମଧ୍ୟରୁ ୩୫୦ ଜଣ ଆବେଦନକାରୀଙ୍କ ଇଣ୍ଟରଭ୍ୟୁ ଶେଷ ହୋଇଛି। ମୋଟ୍ ୧୫୦ ଜଣ ଚାକିରି ପାଇଁ ମନୋନୀତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story