ନୂଆଦିଲ୍ଲୀ, (ଓଡ଼ିଶା ରିପୋର୍ଟର): କିଛି ଦିନ ପୂର୍ବରୁ ଯେତେବେଳେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ୬୯ ଟଙ୍କ। ଛୁଇଁଲା ଏବଂ ପରେ ୭୦ ଟଙ୍କ। ଡେଇଁଲା ସେତେବେଳେ କେନ୍ଦ୍ର ସରକାର ଆଶ୍ଵାସନା ଦେଲେ ଯେ ୭୨ ଟଙ୍କ। ପର୍ଯ୍ୟନ୍ତ ହ୍ରାସ ପାଇଲେ ବି କିଛି ଅସୁବିଧା ନାହିଁ। ଏହା ଗ୍ରହଣୀୟ।
କିନ୍ତୁ ଦିନକୁ ଦିନ ଆମ ଦେଶର ମୁଦ୍ରା 'ରୁପି' ଆମେରିକୀୟ ଡଲାର ତୁଳନାରେ କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଛି। ଏବେ ଆମକୁ ଏକ ଡଲାର ପାଇଁ ୭୪ ଟଙ୍କ। ୩୯ ପଇସା ଗଣିବାକୁ ପଡ଼ିବ। ସରକାରଙ୍କ ଧୈର୍ଯ୍ୟକୁ ମଧ୍ୟ ଏହା ଅତିକ୍ରମ କରିସାରିଲାଣି। ଟଙ୍କାର ବିନିମୟ ମୂଲ୍ୟ କେବେ ବି ଏଭଳି ସ୍ତରକୁ ହ୍ରାସ ପାଇ ନଥିଲା।
ମଙ୍ଗଳବାର ମୁଦ୍ରାବଜାରରେ କାରବାର ଶେଷ ବେଳକୁ 'ରୁପି' ୩୨ ପଇସା ହ୍ରାସ ପାଇ ଡଲାର ତୁଳନାରେ ୭୪ ଟଙ୍କ। ୩୯ ପଇସା ହୋଇଯାଇଛି। ସୋମବାର ପ୍ରଥମଥର ପାଇଁ ମୁଦ୍ରାର ବିନିମୟ ମୂଲ୍ୟ ୭୪ ଟଙ୍କ।ରେ ବନ୍ଦ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।