ସାବିତ୍ରୀ ଉପଲକ୍ଷେ ଲାଲଚାନ୍ଦ ଜୁଏଲର୍ସର ‘ସୋନେ ପେ ସୋନା’ ଅଫର

ଭୁବନେଶ୍ୱର: ପବିତ୍ର ସାବିତ୍ରୀ ବ୍ରତ  ଉପଲକ୍ଷେ ରାଜଧାନୀର ପ୍ରମୁଖ ସୁନା ଅଳଙ୍କାର ସୋରୁମ ଲାଲଚାନ୍ଦ ଜୁଏଲର୍ସ ପକ୍ଷରୁ  ‘ସୋନେ ପେ ସୋନା’ ଯୋଜନା ଆରମ୍ଭ କରାଯାଇଛି। ଏଥିରେ ଗ୍ରାହକମାନେ ସର୍ବନିମ୍ନ ୨୦ ହଜାର ଟଙ୍କାର ସ୍ୱର୍ଣ୍ଣ, ହୀରା କିମ୍ବା ରୂପା ଅଳଙ୍କାର କିଣିଲେ ଏହି ଅଫରର ସୁବିଧା ପାଇପାରିବେ। ଏହି ଅଫରରେ ଗ୍ରାହକମାନେ ସ୍କ୍ରାଚ କାର୍ଡ ଜରିଆରେ ସ୍ୱର୍ଣ୍ଣ ମୁଦ୍ରା ଓ କ୍ୟାସବ୍ୟାକ ଅଫରର ଲାଭ ଉଠାଇ ପାରିବେ। ଏହି ଅଫରରେ ସମୁଦାୟ ଏକ କେଜି ଗୋଲ୍ଡ […]

s

s

Rakesh Mallick
  • Published: Friday, 03 June 2016
  • Updated: 03 June 2016, 02:35 PM IST

Sports

Latest News

ଭୁବନେଶ୍ୱର: ପବିତ୍ର ସାବିତ୍ରୀ ବ୍ରତ  ଉପଲକ୍ଷେ ରାଜଧାନୀର ପ୍ରମୁଖ ସୁନା ଅଳଙ୍କାର ସୋରୁମ ଲାଲଚାନ୍ଦ ଜୁଏଲର୍ସ ପକ୍ଷରୁ  ‘ସୋନେ ପେ ସୋନା’ ଯୋଜନା ଆରମ୍ଭ କରାଯାଇଛି। ଏଥିରେ ଗ୍ରାହକମାନେ ସର୍ବନିମ୍ନ ୨୦ ହଜାର ଟଙ୍କାର ସ୍ୱର୍ଣ୍ଣ, ହୀରା କିମ୍ବା ରୂପା ଅଳଙ୍କାର କିଣିଲେ ଏହି ଅଫରର ସୁବିଧା ପାଇପାରିବେ। ଏହି ଅଫରରେ ଗ୍ରାହକମାନେ ସ୍କ୍ରାଚ କାର୍ଡ ଜରିଆରେ ସ୍ୱର୍ଣ୍ଣ ମୁଦ୍ରା ଓ କ୍ୟାସବ୍ୟାକ ଅଫରର ଲାଭ ଉଠାଇ ପାରିବେ। ଏହି ଅଫରରେ ସମୁଦାୟ ଏକ କେଜି ଗୋଲ୍ଡ କଏନ ସହିତ ୧୦ ଲକ୍ଷ ପର୍ଯ୍ୟନ୍ତ କ୍ୟାସ ବ୍ୟାକ ଗ୍ରାହକଙ୍କୁ ପ୍ରଦାନ କରାଯିବ। ଏହି ଯୋଜନା ସହିତ ଗ୍ରାହକମାନେ ପ୍ରତିମାସରେ ହେଉଥିବା ‘କୌନ ବନେଗା ଲକ୍ଷପତି’ ସ୍କିମରେ ମଧ୍ୟ ଭାଗ ନେଇପାରିବେ। ଏହି ଅଫର ଆସନ୍ତା ୬ ମାସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଲାଲଚାନ୍ଦ ଜୁଏଲର୍ସ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story