ସବୁ ପ୍ୟାକେଟ୍ ଖାଦ୍ୟର ମାନ ଯାଞ୍ଚ ହେବ

ନୂଆଦିଲ୍ଲୀ: ନେସଲେ ଦ୍ୱାରା ପ୍ରସ୍ତୁତ ମ୍ୟାଗି ନୁଡୁଲ୍ସରେ ମାତ୍ରାଧିକ କେମିକାଲ ରହିଥିବା ମାମଲା ସାମ୍ନାକୁ ଆସିବା ପରେ ସଜାଗ ହୋଇଯାଇଛି ଦେଶର ଖାଦ୍ୟ ସୁରକ୍ଷା ମାନ ସଂସ୍ଥା ବା ଏଫଏସଏସଏଆଇ। ସାରା ଦେଶରେ ଉପଲବ୍ଧ ହେଉଥିବା ସମସ୍ତ ପ୍ରକାରର ପ୍ୟାକେଟ୍ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ସଂସ୍ଥା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ପ୍ରକାର ପ୍ୟାକେଟ୍ ଖାଦ୍ୟର ମାନ ଯାଞ୍ଚ କରିବାକୁ ସମସ୍ତ ରାଜ୍ୟର ଫୁଡ୍ର‍ କମିଶନର ମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ବିଶେଷ କରି ପ୍ୟାକେଟ୍ଚ‍ […]

milk

milk

Rakesh Mallick
  • Published: Tuesday, 23 June 2015
  • Updated: 23 June 2015, 07:34 AM IST

ନୂଆଦିଲ୍ଲୀ: ନେସଲେ ଦ୍ୱାରା ପ୍ରସ୍ତୁତ ମ୍ୟାଗି ନୁଡୁଲ୍ସରେ ମାତ୍ରାଧିକ କେମିକାଲ ରହିଥିବା ମାମଲା ସାମ୍ନାକୁ ଆସିବା ପରେ ସଜାଗ ହୋଇଯାଇଛି ଦେଶର ଖାଦ୍ୟ ସୁରକ୍ଷା ମାନ ସଂସ୍ଥା ବା ଏଫଏସଏସଏଆଇ। ସାରା ଦେଶରେ ଉପଲବ୍ଧ ହେଉଥିବା ସମସ୍ତ ପ୍ରକାରର ପ୍ୟାକେଟ୍ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ସଂସ୍ଥା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ପ୍ରକାର ପ୍ୟାକେଟ୍ ଖାଦ୍ୟର ମାନ ଯାଞ୍ଚ କରିବାକୁ ସମସ୍ତ ରାଜ୍ୟର ଫୁଡ୍ର‍ କମିଶନର ମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ବିଶେଷ କରି ପ୍ୟାକେଟ୍ଚ‍ ଦୁଗ୍ଧ, ପାଣି ଓ ଖାଇବା ତେଲ ଗୁଡ଼ିକ ଉପରେ ଅଧିକ ନଜର ରଖିବାକୁ ଫୁଡ୍ଷ‍ କମିଶନର ମାନଙ୍କୁ ଏଫଏସଏସଆଇ ନିର୍ଦ୍ଦେଶ ଦେଇଛି। ଏଗୁଡ଼ିକର ଅଧିକରୁ ଅଧିକ ନମୂନା ସଂଗ୍ରହ କରି ବାରମ୍ୱାର ପରୀକ୍ଷା କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ଜୁନ୍ ୫ ତାରିଖରେ ଏଫଏସଏସଏଆଇ ନେସଲେ ଦ୍ୱାରା ପ୍ରସ୍ତୁତ ମ୍ୟାଗି ନୁଡୁଲ୍ସକୁ ବ୍ୟାନ କରିଥିଲା। ଏଥିରେ ଅନୁମୋଦିତ ପରିମାଣ ଠାରୁ ଅତ୍ୟଧିକ ସୀସା ଓ ମୋନୋସୋଡିୟମ ଗ୍ଲୁଟାମେଟ୍ ରହିଥିଲା ବୋଲି କୁହାଯାଇଥିଲା। ନେସଲେ ଇଣ୍ଡିଆ ପକ୍ଷରୁ ବଜାରରୁ ସମସ୍ତ ମ୍ୟାଗି ନୁଡୁଲ୍ସ ପ୍ୟାକେଟ୍ ‍ ଫେରାଇ ନିଆଯାଇଥିଲା। ମ୍ୟାଗି ନୁଡୁଲ୍ସର ପ୍ରାୟ ୨୩୨ କୋଟି ଟଙ୍କାର ପ୍ୟାକେଟକୁ ନେସଲେ ଇଣ୍ଡିଆ ଫେରାଇ ନେଇଥିବା ଜଣାପଡ଼ିଛି।
ନେସଲେ ଦ୍ୱାରା ପ୍ରସ୍ତୁତ ମ୍ୟାଗି ନୁଡୁଲ୍ସ ସୀସା ଓ ମୋନୋସୋଡିୟମ ଗ୍ଲୁଟାମେଟର ପରିମାଣ ଅଧିକ ମିଳିବା ପରେ ଏଫଏସଏସଏଆଇ ପକ୍ଷରୁ ଟପ୍ ରମାନ, ଫୁଡଲ୍ସ ଓ ୱାଇ ୱାଇ ଦ୍ୱାରା ପ୍ରସ୍ତୁତ ନୁଡୁଲ୍ସ, ପାସ୍ତା ଆଦିର ଯା କରିବାକୁ ନିଦ୍ଦେର୍ଶ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story