ଭାରତରେ ଲଞ୍ଚ୍‌ ହେଲା ସାମ୍‌ସଙ୍ଗ୍‌ LED ସ୍କ୍ରିନ୍‌

ଭୁବନେଶ୍ୱର: ଭାରତୀୟ ବଜାରକୁ ଆସିଛି ଆଉ ଏକ ନୂଆ ଏଲ୍‌ଇଡି ଟିଭି। ଭାରତର ହୋମ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ସେକ୍ଟର୍‌ ବା ଘରୋଇ ମନୋରଞ୍ଜନ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ‘ସାମ୍‌ସଙ୍ଗ ଇଣ୍ଡିଆ’ ଦେଶରେ ‘ଏଲ୍‌ଇଡି ଫର ହୋମ୍‌’ ରେଞ୍ଜ୍‌ର ଲଞ୍ଚ୍‌ କରିଛି।  ଏହି ନୂଆ ହୋମ୍‌ ସ୍କ୍ରିନ୍‌ର ମୂଲ୍ୟ ୧ କୋଟି ଟଙ୍କାରୁ ଆରମ୍ଭ କରି ୩.୫ କୋଟି ଟଙ୍କା ରଖାଯାଇଛି। ଏହି ସିରିଜ୍‌ରେ ୧୧୦ ଇଞ୍ଚ୍(ଫୁଲ୍ ଏଚ୍‌ଡି), ୧୩୦ ଇଞ୍ଚ୍(ଫୁଲ୍‌ ଏଚ୍‌ଡି), ୨୨୦ ଇଞ୍ଚ୍(ଅଲ୍ଟ୍ରା ଏଚ୍‌ଡି) ଓ ୨୬୦ […]

led-tv-2

led-tv-2

Chinmayee Roy
  • Published: Wednesday, 19 September 2018
  • Updated: 19 September 2018, 02:46 PM IST

Sports

Latest News

ଭୁବନେଶ୍ୱର: ଭାରତୀୟ ବଜାରକୁ ଆସିଛି ଆଉ ଏକ ନୂଆ ଏଲ୍‌ଇଡି ଟିଭି। ଭାରତର ହୋମ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ସେକ୍ଟର୍‌ ବା ଘରୋଇ ମନୋରଞ୍ଜନ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ 'ସାମ୍‌ସଙ୍ଗ ଇଣ୍ଡିଆ' ଦେଶରେ ‘ଏଲ୍‌ଇଡି ଫର ହୋମ୍‌’ ରେଞ୍ଜ୍‌ର ଲଞ୍ଚ୍‌ କରିଛି।  ଏହି ନୂଆ ହୋମ୍‌ ସ୍କ୍ରିନ୍‌ର ମୂଲ୍ୟ ୧ କୋଟି ଟଙ୍କାରୁ ଆରମ୍ଭ କରି ୩.୫ କୋଟି ଟଙ୍କା ରଖାଯାଇଛି। ଏହି ସିରିଜ୍‌ରେ ୧୧୦ ଇଞ୍ଚ୍(ଫୁଲ୍ ଏଚ୍‌ଡି), ୧୩୦ ଇଞ୍ଚ୍(ଫୁଲ୍‌ ଏଚ୍‌ଡି), ୨୨୦ ଇଞ୍ଚ୍(ଅଲ୍ଟ୍ରା ଏଚ୍‌ଡି) ଓ ୨୬୦ ଇଞ୍ଚ୍ (ଅଲ୍ଟ୍ରା ଏଚ୍‌ଡି)ର ଏଲ୍‌ଇଡି ସହ ଲଞ୍ଚ୍ କରାଯାଇଛି।

ଗ୍ରାହକ ଏହି ୪ଟି ଭିତରୁ କୌଣସି ଏକ ବିକଳ୍ପ ବାଛି ପାରିବେ। ଏଥିସହ ସାମସଙ୍ଗ କମ୍ପାନୀ, ଏହି ଏଲ୍‌ଇଡିକୁ ତା’ର ମଡ୍ୟୁଲାର ଡିଜାଇନ୍‌ କାରଣରୁ କୌଣସି ବି ଆକାର ଓ ଆକୃତିରେ ଡେଲିଭର୍ କରିପାରିବେ। ଏହାକୁ ଆକ୍ଟିଭ୍‌ ଏଲ୍‌ଇଡି ମଧ୍ୟ ନାଁ ଦିଆଯାଇଛି। ଏହାକୁ ସେହି ଆରବପତି, ୱାର୍କିଂ ପ୍ରଫେସନାଲ୍ସ୍ ଓ ୟଙ୍ଗଷ୍ଟର୍ସମାନଙ୍କୁ ନଜରରେ ରଖି ତିଆରି କରାଯାଇଛି, ଯେଉଁମାନେ ସୁପର ପ୍ରିମିୟମ୍ ସ୍କ୍ରିନ୍‌ରେ ସିନେମାଟିକ୍‌ ଏକ୍ସପେରିଏନ୍ସ ଚାହାନ୍ତି।

ସାମ୍‌ସଙ୍ଗ LED ଫର ହୋମ୍‌ରେ HDR ପିକ୍ଚର ରିଫାଇନ୍‌ମେଣ୍ଟ ଟେକ୍ନୋଲୋଜି ଦିଆଯାଇଛି। ଯାହା ଟ୍ରୁ-ଟୁ-ଲାଇଫ୍ ଇମେଜ୍ ଓ କ୍ଲିୟର ଭିଜିବିଲିଟି ଦିଏ। କମ୍ପାନୀର ଦାବି ଅନୁସାରେ, ଆଖପାଖରେ ଥିବା ଆମ୍ବିଏଣ୍ଟ୍‌ ଲାଇଟ୍‌ ମଧ୍ୟ ଏହାର ଇମେଜ୍‌ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

କମ୍ପାନୀ ସୂଚନା ଦେଇଛି,  Active LEDରେ ମେଣ୍ଟେନାନ୍ସ୍‌ ଖୁବ୍‌ କମ୍‌। ଏହାକୁ ଦୀର୍ଘ ସମୟ ଯାଏ ଚଲା ଯାଇପାରିବ। ଏପରିକି ଏହାକୁ ୧୦୦,୦୦୦ ଘଣ୍ଟା ଯାଏ ଚଲା ଯାଇପାରିବ ବୋଲି କମ୍ପାନୀ ଦାବି କରିଛି। ଏହାସହ ଏହାର ମଡ୍ୟୁଲାର ଡିଜାଇନ୍ ପାଇଁ ଏହାକୁ କୌଣସି ବି ୟୁନିକ୍‌ ହୋମ୍‌ ସେଟିଙ୍ଗ୍‌ରେ ଫିଟ୍‌ କରାଯାଇପାରିବ। ୟୁଜର୍‌  ନିଜ ଇଚ୍ଛା ଅନୁଯାୟୀ କୌଣସି ବି ଲୋକେଶନ୍‌ରେ ଏହାର ସ୍କ୍ରିନିଂ ସାଇଜ୍‌କୁ କଷ୍ଟମାଇଜ୍‌ କରିପାରିବେ ବା ନିଜ ଇଚ୍ଛା ଅନୁଯାୟୀ ଏହାର ସ୍କ୍ରିନିଂକୁ କମାଇ କିମ୍ବା ବଢ଼ାଇ ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story