ସେୟାର ବଜାରରେ ଆଜି ବି ଲାଗି ରହିଛି ଅସ୍ଥିରତା

ଭୁବନେଶ୍ୱର: ଗତକାଲିଠାରୁ ସେୟାର ମାର୍କେଟର କମ୍ପନ ପରେ ଆଜି ମଧ୍ୟ ଉତଥାନ ପତ୍ତନ ଜାରି ରହିଛି। ଆଜି ସକାଳେ କାରବାର ଆରମ୍ଭରୁ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। ମୁମ୍ୱାଇ ଷ୍ଟକ ସୂଚାକଙ୍କ ସେନସେକ୍ସ ମଙ୍ଗଳବାର ୩୮୦ ପଏଣ୍ଟ ବଢିଥିଲା। ହେଲେ ପରେ ଏହା ପ୍ରାୟ ୪୦୦ ପଏଣ୍ଟ ହ୍ରାସ ପାଇଥିଲା। ତେବେ ପରେ ଅପରାହ୍ନରେ ପୁଣି ସ୍ଥିତିରେ ସୁଧାର ଆସିଛି। ସେହିପରି ନିଫଟି ମଧ୍ୟ ୧୧୬ ପଏଣ୍ଟ ବୃଦ୍ଧି ପାଇଥିଲା। କିନ୍ତୁ ପରେ ଏହା ୧୩୦ ପଏଣ୍ଟ […]

BSE

BSE

Rakesh Mallick
  • Published: Tuesday, 25 August 2015
  • Updated: 25 August 2015, 09:41 AM IST

Sports

Latest News

ଭୁବନେଶ୍ୱର: ଗତକାଲିଠାରୁ ସେୟାର ମାର୍କେଟର କମ୍ପନ ପରେ ଆଜି ମଧ୍ୟ ଉତଥାନ ପତ୍ତନ ଜାରି ରହିଛି। ଆଜି ସକାଳେ କାରବାର ଆରମ୍ଭରୁ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। ମୁମ୍ୱାଇ ଷ୍ଟକ ସୂଚାକଙ୍କ ସେନସେକ୍ସ ମଙ୍ଗଳବାର ୩୮୦ ପଏଣ୍ଟ ବଢିଥିଲା। ହେଲେ ପରେ ଏହା ପ୍ରାୟ ୪୦୦ ପଏଣ୍ଟ ହ୍ରାସ ପାଇଥିଲା। ତେବେ ପରେ ଅପରାହ୍ନରେ ପୁଣି ସ୍ଥିତିରେ ସୁଧାର ଆସିଛି। ସେହିପରି ନିଫଟି ମଧ୍ୟ ୧୧୬ ପଏଣ୍ଟ ବୃଦ୍ଧି ପାଇଥିଲା। କିନ୍ତୁ ପରେ ଏହା ୧୩୦ ପଏଣ୍ଟ ଖସି ଯାଇଥିଲା। ଚୀନ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁଁ ଏହି ପ୍ରଭାବ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story