ଗ୍ରାହକଙ୍କ ଟେନ୍‌ସନ ଦୂର କଲା ଏସ୍‌ବିଆଇ: ଏଣିକି ବ୍ୟକ୍ତିଗତ ଋଣ ଉପରେ ପଡ଼ିବନି ପ୍ରୋସେସିଂ ଫି

ନୂଆଦିଲ୍ଲୀ, (ଓଡ଼ିଶା ରିପୋର୍ଟର): ଗ୍ରାହକଙ୍କ ସୁବିଧା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଋଣ ସଂକ୍ରାନ୍ତରେ ବ୍ୟାଙ୍କ ପକ୍ଷରୁ ସରଳିକରଣ କରାଯାଇଛି। ଏଣିକି ଖୁଚୁରା ଋଣ ଉପରେ ପ୍ରୋସେସିଂ ଫି ପଡ଼ିବ ନାହିଁ।  ଏନେଇ ବ୍ୟାଙ୍କ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ବିଷେଶକରି ଋଣ ଅନୁମୋଦନ ପାଇଁ  ଗ୍ରାହକଙ୍କୁ  ଯାବତୀୟ ସମସ୍ୟା ଭୋଗିବାକୁ ପଡ଼ୁଥିବାରୁ ଏଥିରୁ ମୁକ୍ତି ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କାର ଲୋନ୍‌, ବ୍ୟକ୍ତଗତ ଲୋନ୍ ଓ ବ୍ୟକ୍ତିଗତ […]

SBI Chairman

SBI Chairman

Rakesh Mallick
  • Published: Monday, 21 August 2017
  • Updated: 21 August 2017, 06:27 PM IST

Sports

Latest News

ନୂଆଦିଲ୍ଲୀ, (ଓଡ଼ିଶା ରିପୋର୍ଟର): ଗ୍ରାହକଙ୍କ ସୁବିଧା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଋଣ ସଂକ୍ରାନ୍ତରେ ବ୍ୟାଙ୍କ ପକ୍ଷରୁ ସରଳିକରଣ କରାଯାଇଛି। ଏଣିକି ଖୁଚୁରା ଋଣ ଉପରେ ପ୍ରୋସେସିଂ ଫି ପଡ଼ିବ ନାହିଁ।  ଏନେଇ ବ୍ୟାଙ୍କ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ବିଷେଶକରି ଋଣ ଅନୁମୋଦନ ପାଇଁ  ଗ୍ରାହକଙ୍କୁ  ଯାବତୀୟ ସମସ୍ୟା ଭୋଗିବାକୁ ପଡ଼ୁଥିବାରୁ ଏଥିରୁ ମୁକ୍ତି ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କାର ଲୋନ୍‌, ବ୍ୟକ୍ତଗତ ଲୋନ୍ ଓ ବ୍ୟକ୍ତିଗତ ସୁନା ଋଣ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ଋଣ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରୋସେସିଂ ଫିକୁ  ଛାଡ଼ କରାଯାଇଛି । ‘ଫେଷ୍ଟିଭାଲ ବୋଞ୍ଜା’ ପ୍ରୋଗ୍ରାମ କାର୍ଯ୍ୟକ୍ରମ ଜରିଆରେ ଏହି ସ୍କିମ୍ ଘୋଷଣା କରାଯାଇଛି। ତେବେ କାର ଲୋନ୍‌ ପାଇଁ ବ୍ୟାଙ୍କ ପକ୍ଷରୁ  ସମୟ ଅବଧି ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ ଡିସେମ୍ବର ୩୧ ମଧ୍ୟରେ ଯେଉଁମାନେ କାର ଲୋନ୍‌ ପାଇଁ ଆବେଦନ କରିବେ ସେମାନଙ୍କୁ  ଏହି ପ୍ରୋସେସିଂ ଫି ଦେବାକୁ ପଡ଼ିବ ନାହିଁ।

ସେହିପରି  ଅକ୍ଟୋବର ୩୧ପର୍ଯ୍ୟନ୍ତ ବ୍ୟକ୍ତିଗତ ଏବଂ ସୁନା ଋଣ ଉପରେ ୫୦ ପ୍ରତିଶତ ପ୍ରୋସେସିଂ ଫି ଛାଡ଼ କରାଯାଇଛି। ଏଥିସହ  ୨୦୧୭ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ (ଏକ୍ସପ୍ରେସ କ୍ରେଡିଟ୍‌) ଉପରେ ୫୦ ପ୍ରତିଶତ ପ୍ରୋସେସିଂ ଫି ଛାଡ କରାଯାଇଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ପକ୍ଷରୁ ରେପୋ ରେଟରେ ୨୫ ବେସିସ ପଏଣ୍ଟ ହ୍ରାସ   କରାଯିବା ପରେ ଏସବିଆଇ ପକ୍ଷରୁ ଏଭଳି ପଦେକ୍ଷେପ ନିଆଯାଇଛି। ଆରବିଆଇ ରେପୋ ରେଟ ହ୍ରାସ କଲେ ଏହାର ପ୍ରଭାବ ବ୍ୟାଙ୍କରୁ  ପ୍ରଦାନ କରାଯାଉଥିବା  ଋଣ ପରେ ପ୍ରଭାବ ପଡ଼ିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story