ଗେଷ୍ଟ ହାଉସ୍‌ରେ ଦେହ ବ୍ୟବସାୟ, ଦୁଇ ଯୁବତୀ ଉଦ୍ଧାର

<p>ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ମାର୍କେଟସ୍ଥିତ ଏକ ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲିଥିଲା। ଏନେଇ ଖବର ପାଇ ପୋଲିସ ଆଜି ସକାଳେ ଅଚାନକ ଚଢାଉ କରି ୪ ଅଭିଯୁକ୍ତଙ୍କ ସହ ଗେଷ୍ଟ ହାଉସ ମ୍ୟାନେଜର ଓ ଦୁଇ ଯୁବତୀଙ୍କୁ ଗିରଫ କରିଥିଲା। ଯୁବତୀଙ୍କ ମଧ୍ୟରୁ ଜଣଙ୍କ ଘର ଢେଙ୍କାନାଳରେ ଓ ଅନ୍ୟ ଜଣେ ପଶ୍ଚିବଙ୍ଗର ବୋଲି ଜଣାପଡ଼ିଛି। ସେହିପରି ଗିରଫ ଯୁବକଙ୍କ ମଧ୍ୟରୁ ଦୁଇଜଣଙ୍କ ଘର ଢେଙ୍କାନାଳ ଓ ଅନ୍ୟ ଦୁଇଜଣଙ୍କ ଘର ଚନ୍ଦନପୁରରେ ବୋଲି ପୋଲିସ କହିଛି।</p> <p>ପୁରୀ ଏସ୍&zwnj;ପି ସାର୍ଥକ ଷଡଙ୍ଗୀ କହିଛନ୍ତି-&ldquo;ଯୁବତୀମାନେ ବୁଲିବା ବାହାନାରେ ପୁରୀ ଅସିଥାନ୍ତି। ପରେ ନିଜ ମୋବାଇଲ୍&zwnj; ନମ୍ୱର ଗେଷ୍ଟ ହାଉସ ମ୍ୟାନେଜର ଓ ୱେଟରଙ୍କୁ ଦେଇଥାନ୍ତି। ତା&lsquo;ପରେ ପ୍ଲାନ ମୁତାବକ ସେକ୍ସ ରାକେଟ ଚାଲେ।&rdquo;</p>

Ordigital Desk
  • Published: Friday, 10 November 2017
  • Updated: 10 November 2017, 10:13 PM IST

Sports

Latest News

<p>ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ମାର୍କେଟସ୍ଥିତ ଏକ ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲିଥିଲା। ଏନେଇ ଖବର ପାଇ ପୋଲିସ ଆଜି ସକାଳେ ଅଚାନକ ଚଢାଉ କରି ୪ ଅଭିଯୁକ୍ତଙ୍କ ସହ ଗେଷ୍ଟ ହାଉସ ମ୍ୟାନେଜର ଓ ଦୁଇ ଯୁବତୀଙ୍କୁ ଗିରଫ କରିଥିଲା। ଯୁବତୀଙ୍କ ମଧ୍ୟରୁ ଜଣଙ୍କ ଘର ଢେଙ୍କାନାଳରେ ଓ ଅନ୍ୟ ଜଣେ ପଶ୍ଚିବଙ୍ଗର ବୋଲି ଜଣାପଡ଼ିଛି। ସେହିପରି ଗିରଫ ଯୁବକଙ୍କ ମଧ୍ୟରୁ ଦୁଇଜଣଙ୍କ ଘର ଢେଙ୍କାନାଳ ଓ ଅନ୍ୟ ଦୁଇଜଣଙ୍କ ଘର ଚନ୍ଦନପୁରରେ ବୋଲି ପୋଲିସ କହିଛି।</p><p>ପୁରୀ ଏସ୍&zwnj;ପି ସାର୍ଥକ ଷଡଙ୍ଗୀ କହିଛନ୍ତି-&ldquo;ଯୁବତୀମାନେ ବୁଲିବା ବାହାନାରେ ପୁରୀ ଅସିଥାନ୍ତି। ପରେ ନିଜ ମୋବାଇଲ୍&zwnj; ନମ୍ୱର ଗେଷ୍ଟ ହାଉସ ମ୍ୟାନେଜର ଓ ୱେଟରଙ୍କୁ ଦେଇଥାନ୍ତି। ତା&lsquo;ପରେ ପ୍ଲାନ ମୁତାବକ ସେକ୍ସ ରାକେଟ ଚାଲେ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos