ଶିଳ୍ପନୀତି-୨୦୧୫: କଳିଙ୍ଗନଗରରେ ପ୍ରତିଷ୍ଠା ହେବ ନ୍ୟାସନାଲ୍ ମାନୁଫେକଚରିଂ ଇଣ୍ଡଷ୍ଟ୍ରିଆଲ୍ ଜୋନ୍

ଭୁବନେଶ୍ୱର: ଶିଳ୍ପନୀତି-୨୦୧୫ ଉନ୍ମୋଚିତ ହୋଇଯାଇଛି। ଆଜି ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚିତ କରିଛନ୍ତି। ସରକାର ନୂଆ ଶିଳ୍ପନୀତିରେ କଳିଙ୍ଗନଗରେ ଏକ ନ୍ୟାସନାଲ୍ ମାନୁଫେକଚରିଂ ଇଣ୍ଡଷ୍ଟ୍ରିଆଲ୍ ଜୋନ୍ ପ୍ରତିଷ୍ଠା କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ସରକାର ୪୦ ହଜାର ଏକର ଜମିର ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ନୂଆ ଶିଳ୍ପନୀତିରେ ସରକାର ୨୧ଟି ଶିଳ୍ପକୁ ଗୁରୁତ୍ୱ ଦେଇଛନ୍ତି। ଏଥିରୁ ୮ଟି ଶିଳ୍ପକୁ ପବ୍ଲିକ୍ ୟୁଟିଲିଟି ସର୍ଭିସର ମାନ୍ୟତା ଦିଆଯିବାକୁ ଏଥିରେ ବ୍ୟବସ୍ଥା କରାଯାଇଛି। ଶିଳ୍ପ […]

industriaact

industriaact

Rakesh Mallick
  • Published: Thursday, 03 September 2015
  • Updated: 03 September 2015, 09:02 AM IST

Sports

Latest News

ଭୁବନେଶ୍ୱର: ଶିଳ୍ପନୀତି-୨୦୧୫ ଉନ୍ମୋଚିତ ହୋଇଯାଇଛି। ଆଜି ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚିତ କରିଛନ୍ତି। ସରକାର ନୂଆ ଶିଳ୍ପନୀତିରେ କଳିଙ୍ଗନଗରେ ଏକ ନ୍ୟାସନାଲ୍ ମାନୁଫେକଚରିଂ ଇଣ୍ଡଷ୍ଟ୍ରିଆଲ୍ ଜୋନ୍ ପ୍ରତିଷ୍ଠା କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ସରକାର ୪୦ ହଜାର ଏକର ଜମିର ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସେହିପରି ନୂଆ ଶିଳ୍ପନୀତିରେ ସରକାର ୨୧ଟି ଶିଳ୍ପକୁ ଗୁରୁତ୍ୱ ଦେଇଛନ୍ତି। ଏଥିରୁ ୮ଟି ଶିଳ୍ପକୁ ପବ୍ଲିକ୍ ୟୁଟିଲିଟି ସର୍ଭିସର ମାନ୍ୟତା ଦିଆଯିବାକୁ ଏଥିରେ ବ୍ୟବସ୍ଥା କରାଯାଇଛି। ଶିଳ୍ପ ପ୍ରତିଷ୍ଠା ନେଇ ଏକ ‘ଲ୍ୟାଣ୍ଡ୍ ବ୍ୟାଙ୍କ’ ସୃଷ୍ଟି କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।  ୭୦ ହଜାର ଏକର ଜମିକୁ ନେଇ ସୃଷ୍ଟି କରାଯିବ ଏହି ‘ଲ୍ୟାଣ୍ଡ୍ ବ୍ୟାଙ୍କ୍’।

ଶିଳ୍ପ ଭିତ୍ତିଭୂମି ଉପରେ ଏହି ନୂଆ ଶିଳ୍ପନୀତିରେ ଜୋର ଦିଆଯାଇଥିବା ବେଳେ ଏକ ଇଣ୍ଡଷ୍ଟ୍ରିଆଲ୍ ଇନଫ୍ରାଷ୍ଟକ୍ଚର ଡେଭେଲପମେଣ୍ଟ୍ ଫଣ୍ଡ୍ ଗଠନ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଏଥିରେ ୧୦୦ କୋଟି ଟଙ୍କା ରଖାଯିବା। ରାଜ୍ୟରେ ଏସଇଜେଡ୍ ପ୍ରତିଷ୍ଠା ପାଇଁ ନୂଆ ନୀତି ପ୍ରଣୟନ କରିବାକୁ ସରକାର ଯୋଜନା କରିଛନ୍ତି।

ଯେ କୌଣସି ଶିଳ୍ପ ପ୍ରତିଷ୍ଠା ପ୍ରକ୍ରିୟାକୁ ତ୍ୱରିତ୍ ବେଗରେ ସଂପୂର୍ଣ୍ଣ କରିବାକୁ ମଧ୍ୟ ସରକାର ଜୋର ଦେଇଛନ୍ତି। ସେଥିପାଇଁ ଶିଳ୍ପ ପ୍ରତିଷ୍ଠା ପାଇଁ ସିଙ୍ଗଲ୍ ୱିଣ୍ଡୋ ମଂଜୁରୀ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି। ଶିଳ୍ପ ପ୍ରତିଷ୍ଠା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପରିବେଶ ମଂଜୁରୀ ଦିଆଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ପୁଣି ନୂଆ ନୀତି ଅନୁଯାୟୀ ୧୫ ଦିନ ମଧ୍ୟରେ ଶିଳ୍ପ ପ୍ରତିଷ୍ଠାଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ।

ନିବେଶକମାନଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଇନଭେଷ୍ଟ୍ ଓଡ଼ିଶା’ ନାଁରେ ଏକ ମୋବାଇଲ୍ ଆପ୍ଲିକେସନ୍  ଓ ଜମିଜମା ୱେବସାଇଟ୍ ଉନ୍ମୋଚନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story