ଭୋଡାଫୋନ ବନ୍ଦ ହେବ ନା ଚାଲିବ, ଜବାବ ଦେଲେ ସିଇଓ ନିକ୍ ରିଡ୍

ନୂଆଦିଲ୍ଲୀ: ଦେଶରେ ଟେଲିକମ୍ ଶିଳ୍ପର ସ୍ଥିତି ଖରାପ ରହିଛି। ଏଭଳି ସ୍ଥିତିରେ ଭୋଡାଫୋନ ଗ୍ରାହକଙ୍କ ପାଇଁ ଏବେ ଚିନ୍ତାର ବିଷୟ। କାରଣ ଭାରତରେ ଭୋଡାଫୋନ ଚାଲିବ ନା ବନ୍ଦ ରହିବ ପ୍ରଶ୍ନରେ ଉତ୍ତରରେ କମ୍ପାନୀର ସିଇଓ ନିକ ରିଡ୍ ଏଭଳି କିଛି ମନ୍ତବ୍ୟ ରଖିଛନ୍ତି। ଏକ ଜାତୀୟ ଗଣାଧ୍ୟମକୁ ନିକ ରିଡ୍ ପ୍ରତିକ୍ରିୟାରେ କହିଛନ୍ତି, ଭାରତରେ ଭୋଡାଫୋନ ବହୁତ କଠିନ ପରିସ୍ଥିତିରେ ଚାଲୁଛି। ୪୦ ହଜାର କୋଟି ଟଙ୍କାର ଛାଡ଼ ଯଦି ନମିଳିବ ତାହାଲେ ଭାରତରେ କମ୍ପାନୀ […]

vodafone

vodafone

Subhransu Sekhar
  • Published: Wednesday, 13 November 2019
  • Updated: 13 November 2019, 06:14 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଟେଲିକମ୍ ଶିଳ୍ପର ସ୍ଥିତି ଖରାପ ରହିଛି। ଏଭଳି ସ୍ଥିତିରେ ଭୋଡାଫୋନ ଗ୍ରାହକଙ୍କ ପାଇଁ ଏବେ ଚିନ୍ତାର ବିଷୟ। କାରଣ ଭାରତରେ ଭୋଡାଫୋନ ଚାଲିବ ନା ବନ୍ଦ ରହିବ ପ୍ରଶ୍ନରେ ଉତ୍ତରରେ କମ୍ପାନୀର ସିଇଓ ନିକ ରିଡ୍ ଏଭଳି କିଛି ମନ୍ତବ୍ୟ ରଖିଛନ୍ତି।

ଏକ ଜାତୀୟ ଗଣାଧ୍ୟମକୁ ନିକ ରିଡ୍ ପ୍ରତିକ୍ରିୟାରେ କହିଛନ୍ତି, ଭାରତରେ ଭୋଡାଫୋନ ବହୁତ କଠିନ ପରିସ୍ଥିତିରେ ଚାଲୁଛି। ୪୦ ହଜାର କୋଟି ଟଙ୍କାର ଛାଡ଼ ଯଦି ନମିଳିବ ତାହାଲେ ଭାରତରେ କମ୍ପାନୀ ବ୍ୟବସାୟ ବନ୍ଦ କରିପାରେ। ଏମିତିକି ଆଇଡିଆ ସହିତ ଭୋଡାଫୋନ ଅଂଶୀଦାର ହୋଇ ଚାଲୁଥିଲେ ମଧ୍ୟ ପୁଞ୍ଜି ନିବେଶ କରିବା ପାଇଁ ଚାହୁଁନଥିବା ସେ କହିଛନ୍ତି। ସରକାରଙ୍କ ନୀତି, ଅଧିକ ଟ୍ୟାକ୍ସ ଏବଂ ନିକଟରେ ସୁପ୍ରିମକୋର୍ଟ ସ୍ପେକ୍ଟ୍ରମ ଦେବା ପାଇଁ ନିର୍ଦ୍ଦେଶ ଦେବା ପରେ କମ୍ପାନୀ ଉପରେ ବଡ଼ ଆର୍ଥିକ ବୋଝ ରହିଛି ବୋଲି ସେ କହିଛନ୍ତି।

ତେବେ ଦେଶରେ ଭୋଡାଫୋନ ବ୍ୟବସାୟ ବନ୍ଦ କରିବ ବୋଲି ଅନେକ ଖବର ଦେଖିବାକୁ ମିଳିଛି। ହେଲେ ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ। କେନ୍ଦ୍ର ସରକାରଙ୍କୁ ଦୁଇ ବର୍ଷର ଲାଇସେନ୍ସ ଫି, ସ୍ପେକ୍ଟ୍ରମ ଚାର୍ଜ, ଟ୍ୟାକ୍ସ ଛାଡ଼ କରିବା ପାଇଁ କମ୍ପାନୀ ନିବେଦନ କରିଛି। ସରକାରଙ୍କ ପଦକ୍ଷେପ ପରେ ଭୋଡାଫୋନ ନିଷ୍ପତ୍ତି ନେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ଭାରତ ବଜାରରେ ଅଂଶୀଦାର କମ୍ପାନୀ ଆଇଡିଆ ହିଁ ଏବେ ନିବେଶ କରିବ। ଭୋଡାଫୋନ କୌଣସି ନିବେଶ କରିବ ନାହିଁ ବୋଲି ସିଇଓ ନିକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story