ତାଳଚେର ସାର କାରଖାନା ପୁନରୁଦ୍ଧାର ସମୀକ୍ଷା

ନୂଆଦିଲ୍ଲୀ: ତାଳଚେର ସାର କାରଖାନାକୁ କାର୍ଯ୍ୟକ୍ଷମ କରିବା ନେଇ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ଏକ ବୈଠକ। କେନ୍ଦ୍ର କୋଇଲା, ପେଟ୍ରୋଲିୟମ ଏବଂ ସାର ଓ ରସାୟନ ମନ୍ତ୍ରାଳୟ ମିଳିତ ଭାବେ ଏହି ବୈଠକରେ କାରଖାନା ସଂପର୍କରେ ସମୀକ୍ଷା କରିଥିଲେ। ନୂଆ ମାଇନସ ଆଣ୍ଡ ମିନେରାଲସ ଆଇନ ହେବା ପରେ ଏହି ସାରକାରଖାନାକୁ କିଭଳି ଡେଡିକେଟେଡ୍ କୋଲ ବ୍ଲକ୍ ମିଳିବ ସେ ନେଇ ଆଲୋଚନା ହୋଇଥିଲା। ସେହିପରି କମ୍ପାନୀର ପରିଚାଳନାଗତ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ […]

talcher

talcher

Rakesh Mallick
  • Published: Thursday, 23 April 2015
  • Updated: 23 April 2015, 08:09 AM IST

Sports

Latest News

ନୂଆଦିଲ୍ଲୀ: ତାଳଚେର ସାର କାରଖାନାକୁ କାର୍ଯ୍ୟକ୍ଷମ କରିବା ନେଇ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ଏକ ବୈଠକ। କେନ୍ଦ୍ର କୋଇଲା, ପେଟ୍ରୋଲିୟମ ଏବଂ ସାର ଓ ରସାୟନ ମନ୍ତ୍ରାଳୟ ମିଳିତ ଭାବେ ଏହି ବୈଠକରେ କାରଖାନା ସଂପର୍କରେ ସମୀକ୍ଷା କରିଥିଲେ। ନୂଆ ମାଇନସ ଆଣ୍ଡ ମିନେରାଲସ ଆଇନ ହେବା ପରେ ଏହି ସାରକାରଖାନାକୁ କିଭଳି ଡେଡିକେଟେଡ୍ କୋଲ ବ୍ଲକ୍ ମିଳିବ ସେ ନେଇ ଆଲୋଚନା ହୋଇଥିଲା। ସେହିପରି କମ୍ପାନୀର ପରିଚାଳନାଗତ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୁଷ ଗୋଏଲ ଓ ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story