ବ୍ୟାଟେରୀ ଚାଳିତ ଯାନ କିଣିବା ପାଇଁ ଋଣ ଶସ୍ତା

ନୂଆଦିଲ୍ଲୀ: ସଂସଦରେ ୨୦୧୯-୨୦ ଆର୍ଥିକ ବଜେଟ୍‌ ଆଗତ ହୋଇଛି। ଏହି ବଜେଟରେ ସରକାର ଇ-ଭେଇକିଲ୍ ବା ବ୍ୟାଟେରୀ ଚାଳିତ ଯାନବାହନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ସରକାର ଋଣ ହାର ଶସ୍ତା କରିଛନ୍ତି। ଯେଉଁମାନେ ବ୍ୟାଟେରୀ ଚାଳିତ ଯାନବାହନ କିଣିବେ ସେମାନେ ୧.୫ ଲକ୍ଷ ଟଙ୍କାର ଅତିରିକ୍ତ ଆୟକର ରିହାତି ପାଇବେ ବୋଲି ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ କହିଛନ୍ତି। ଏଥିସହିତ ସାରା ଦେଶରେ ଏହି ଇ-ଭେଇକିଲ ରିଚାର୍ଜିଂ ବ୍ୟବସ୍ଥା ଖୁବଶୀଘ୍ର କରାଯିବ ବୋଲି […]

E VEHICLE

E VEHICLE

Subhransu Sekhar
  • Published: Friday, 05 July 2019
  • Updated: 05 July 2019, 02:56 PM IST

Sports

Latest News

ନୂଆଦିଲ୍ଲୀ: ସଂସଦରେ ୨୦୧୯-୨୦ ଆର୍ଥିକ ବଜେଟ୍‌ ଆଗତ ହୋଇଛି। ଏହି ବଜେଟରେ ସରକାର ଇ-ଭେଇକିଲ୍ ବା ବ୍ୟାଟେରୀ ଚାଳିତ ଯାନବାହନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ସରକାର ଋଣ ହାର ଶସ୍ତା କରିଛନ୍ତି।

ଯେଉଁମାନେ ବ୍ୟାଟେରୀ ଚାଳିତ ଯାନବାହନ କିଣିବେ ସେମାନେ ୧.୫ ଲକ୍ଷ ଟଙ୍କାର ଅତିରିକ୍ତ ଆୟକର ରିହାତି ପାଇବେ ବୋଲି ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ କହିଛନ୍ତି। ଏଥିସହିତ ସାରା ଦେଶରେ ଏହି ଇ-ଭେଇକିଲ ରିଚାର୍ଜିଂ ବ୍ୟବସ୍ଥା ଖୁବଶୀଘ୍ର କରାଯିବ ବୋଲି ଘୋଷଣା କରିଛନ୍ତି।

ଏହା ପୂର୍ବରୁ କେନ୍ଦ୍ର ସରକାର ବ୍ୟାଟେରୀ ଚାଳିତ ଯାନବାହନକୁ ୧୨ ପ୍ରତିଶତ ଜିଏସଟି ସ୍ଲାବରୁ ଆଣି ୫ ପ୍ରତିଶତ ସ୍ଲାବକୁ ଆଣିଥିଲେ। ସରକାରଙ୍କ ଏହି ନିଷ୍ପତ୍ତକୁ ସ୍ୱାଗତ କରିଛନ୍ତି ହିରୋ ଇଲେକ୍ଟ୍ରିକ୍ ଭେଇକିଲ କମ୍ପାନୀର ନିର୍ଦ୍ଦେଶକ ନବୀନ ମୁଂଜଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story