ଆଜି ମଧ୍ୟରାତିରୁ ଲାଗୁ ହେବ ଜିଏସ୍‌ଟି: ଆସନ୍ତୁ ଜାଣିବା କେଉଁ ଦ୍ରବ୍ୟ ଉପରେ ଜିଏସ୍‌ଟି ଲାଗୁ ହେବ ନାହିଁ

ନୂଆଦିଲ୍ଲୀ: ଶେଷରେ ଅପେକ୍ଷାର ହେବ ଅନ୍ତ। ଆଜି ରାତି ୧୨ଟା’ରେ ଲାଗୁ ହେବ ଜିଏସ୍‌ଟି। ତେବେ କେଉଁ ବସ୍ତୁ ଉପରେ କେତେ ଟ୍ୟାକ୍ସ ଲାଗିବ ଏନେଇ ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ଲୋକଙ୍କ ମନରେ ଉଠିଛି ଅନେକ ପ୍ରଶ୍ନ । ସରକାରଙ୍କ ଦ୍ୱାରା ଜାରି ହୋଇଥିବା ତାଲିକାରେ କିଛି ବସ୍ତୁ ଏପରି ମଧ୍ୟ ରହିଛି, ଯେଉଁଥି ପାଇଁ ଆଦୌ ଟିକସ ଦେବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା କେଉଁ ବସ୍ତୁ ପରେ ଲାଗିଛି ଶୂନ୍ୟ ପ୍ରତିଶତ ଟ୍ୟାକ୍ସ- […]

milk

milk

Rakesh Mallick
  • Published: Friday, 30 June 2017
  • Updated: 30 June 2017, 10:01 AM IST

Sports

Latest News

ନୂଆଦିଲ୍ଲୀ: ଶେଷରେ ଅପେକ୍ଷାର ହେବ ଅନ୍ତ। ଆଜି ରାତି ୧୨ଟା’ରେ ଲାଗୁ ହେବ ଜିଏସ୍‌ଟି। ତେବେ କେଉଁ ବସ୍ତୁ ଉପରେ କେତେ ଟ୍ୟାକ୍ସ ଲାଗିବ ଏନେଇ ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ଲୋକଙ୍କ ମନରେ ଉଠିଛି ଅନେକ ପ୍ରଶ୍ନ । ସରକାରଙ୍କ ଦ୍ୱାରା ଜାରି ହୋଇଥିବା ତାଲିକାରେ କିଛି ବସ୍ତୁ ଏପରି ମଧ୍ୟ ରହିଛି, ଯେଉଁଥି ପାଇଁ ଆଦୌ ଟିକସ ଦେବାକୁ ପଡ଼ିବ ନାହିଁ।

ଆସନ୍ତୁ ଜାଣିବା କେଉଁ ବସ୍ତୁ ପରେ ଲାଗିଛି ଶୂନ୍ୟ ପ୍ରତିଶତ ଟ୍ୟାକ୍ସ-

ଖୋଲା ଖାଦ୍ୟ ଶସ୍ୟ, ତଟକା ପନିପରିବା, ବିନା ମାର୍କା ଅଟା, ବିନା ମାର୍କା ମଇଦା, ଗୁଡ଼, ଦୁଗ୍ଧ, ଅଣ୍ଡା, ଦହି, ଲସି, ଖୋଲା ପନିର, ବିନା ମାର୍କା ପ୍ରାକୃତିକ ମହୁ, ଖଜୁରୀ ଗୁଡ଼, ଲୁଣ, ଫୁଲ ଭରି ଝାଡୁ, ପିଲାଙ୍କ ଡ୍ରଇଂ ଏବଂ ରଙ୍ଗ ପୁସ୍ତକ, ଶିକ୍ଷା ସେବା ଓ ସ୍ୱାସ୍ଥ୍ୟସେବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story