ଆଜି ପ୍ରଥମାଷ୍ଟମୀ; ଏଣ୍ଡୁରି ପିଠାର ବାସ୍ନାରେ ମହକୁଛି ଓଡ଼ିଆ ଘର

<p>ଭୁବନେଶ୍ୱର: ଆଜି ପ୍ରଥମାଷ୍ଟମୀ। ଏହି ଅବସରରେ ପରିବାରର ଜ୍ୟେଷ୍ଠ ସନ୍ତାନର ଶୁଭ ମନାସି&nbsp; ପୂଜାବିଧି ଆୟୋଜନ କରାଯାଇଥାଏ। ଏଣ୍ଡୁରି ପିଠା ହେଉଛି ପ୍ରଥମାଷ୍ଟମୀର ବିଶେଷତ୍ୱ। ଆଉ ଏଥିପାଇଁ ଛେନା, ଗୁଡ, ନଡ଼ିଆ, ଚାଉଳ ଓ ବିରି ସହ ହଳଦୀପତ୍ରର ବ୍ୟବହାର&nbsp; କରାଯାଇଥାଏ।&nbsp; ସକାଳୁ ସକାଳୁ ପରିବାରର ଜ୍ୟେଷ୍ଠ ସନ୍ତାନଙ୍କୁ ପୂଜା କରାଯାଇ ଏଣ୍ଡୁରି&nbsp; ପିଠା ଖାଇବାକୁ ଦିଆଯାଇଥାଏ।</p>

Ordigital Desk
  • Published: Saturday, 11 November 2017
  • Updated: 11 November 2017, 07:47 AM IST

Sports

Latest News

<p>ଭୁବନେଶ୍ୱର: ଆଜି ପ୍ରଥମାଷ୍ଟମୀ। ଏହି ଅବସରରେ ପରିବାରର ଜ୍ୟେଷ୍ଠ ସନ୍ତାନର ଶୁଭ ମନାସି&nbsp; ପୂଜାବିଧି ଆୟୋଜନ କରାଯାଇଥାଏ। ଏଣ୍ଡୁରି ପିଠା ହେଉଛି ପ୍ରଥମାଷ୍ଟମୀର ବିଶେଷତ୍ୱ। ଆଉ ଏଥିପାଇଁ ଛେନା, ଗୁଡ, ନଡ଼ିଆ, ଚାଉଳ ଓ ବିରି ସହ ହଳଦୀପତ୍ରର ବ୍ୟବହାର&nbsp; କରାଯାଇଥାଏ।&nbsp; ସକାଳୁ ସକାଳୁ ପରିବାରର ଜ୍ୟେଷ୍ଠ ସନ୍ତାନଙ୍କୁ ପୂଜା କରାଯାଇ ଏଣ୍ଡୁରି&nbsp; ପିଠା ଖାଇବାକୁ ଦିଆଯାଇଥାଏ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos