ସୀମିତ ସଂସ୍କରଣ ଜୁପିଟର ସ୍କୁଟର ବଜାରକୁ ଛାଡିଲା ଟିଭିଏସ୍‌: ମୂଲ୍ୟ ୫୩,୦୩୪ ଟଙ୍କା

ନୂଆଦିଲ୍ଲୀ: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ମୋଟର ସାଇକେଲ ବିକ୍ରି କରିବା ଅବସରରେ ଚେନ୍ନାଇର ଟିଭିଏସ୍‌ ମୋଟର୍ସ ଆଜି ଏହାର ଜୁପିଟର ସ୍କୁଟର ମଡେଲର ଏକ ସୀମିତ ସଂସ୍କରଣ ବଜାରକୁ ଛାଡିଛି। ଯାହାର ଶୋରୁମ ମୂଲ୍ୟ ୫୩,୦୩୪ ଟଙ୍କା (ଦିଲ୍ଲୀ) ରହିଛି। କମ୍ପାନୀ ପକ୍ଷରୁ କୁହାଯାଇଛି, “ଭାରତୀୟ ରାସ୍ତା ଉପରେ ଆଜି ୧୦ ଲକ୍ଷ ଜୁପିଟର ଚାଲୁଛି। ଏହି ଲକ୍ଷ୍ୟ ମାତ୍ର ୩୦ ମାସ ମଧ୍ୟରେ ହାସଲ କରାଯାଇଛି।” ଟିଭିଏସ୍‌ ମୋଟର କମ୍ପାନୀର ଭାଇସ୍‌ ପ୍ରେସିଡେଣ୍ଟ ଅନିରୁଦ୍ଧ ହାଲଦାର […]

TVS-Jupiter

TVS-Jupiter

Rakesh Mallick
  • Published: Thursday, 09 June 2016
  • Updated: 09 June 2016, 11:05 PM IST

Sports

Latest News

ନୂଆଦିଲ୍ଲୀ: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ମୋଟର ସାଇକେଲ ବିକ୍ରି କରିବା ଅବସରରେ ଚେନ୍ନାଇର ଟିଭିଏସ୍‌ ମୋଟର୍ସ ଆଜି ଏହାର ଜୁପିଟର ସ୍କୁଟର ମଡେଲର ଏକ ସୀମିତ ସଂସ୍କରଣ ବଜାରକୁ ଛାଡିଛି। ଯାହାର ଶୋରୁମ ମୂଲ୍ୟ ୫୩,୦୩୪ ଟଙ୍କା (ଦିଲ୍ଲୀ) ରହିଛି।

କମ୍ପାନୀ ପକ୍ଷରୁ କୁହାଯାଇଛି, “ଭାରତୀୟ ରାସ୍ତା ଉପରେ ଆଜି ୧୦ ଲକ୍ଷ ଜୁପିଟର ଚାଲୁଛି। ଏହି ଲକ୍ଷ୍ୟ ମାତ୍ର ୩୦ ମାସ ମଧ୍ୟରେ ହାସଲ କରାଯାଇଛି।”

ଟିଭିଏସ୍‌ ମୋଟର କମ୍ପାନୀର ଭାଇସ୍‌ ପ୍ରେସିଡେଣ୍ଟ ଅନିରୁଦ୍ଧ ହାଲଦାର କହିଛନ୍ତି, “ଅତି ସ୍ୱଳ୍ପ ସମୟ ମଧ୍ୟରେ ୧୦ ଲକ୍ଷ ସ୍କୁଟର ଲକ୍ଷ୍ୟ ହାସଲ କରିଛଇ ଏବଂ ୧୦ଟି ନୂଆ ଫିଚର ଥିବା ଜୁପିଟର ମିଲିୟନ ଆର ସଂସ୍କରଣ ମର ୧୦ ଲକ୍ଷ ସନ୍ତୁଷ୍ଟ ଗ୍ରାହକଙ୍କ ପାଇଁ ଉତ୍ସର୍ଗୀକୃତ।”

କମ୍ପାନୀ ପକ୍ଷରୁ କୁହାଯାଇଛଇ, “ପରବର୍ତ୍ତୀ ପୀଢିଙ୍କ ପାଇଁ ଉଦ୍ଦିଷ୍ଟ ଜୁପିଟର ମିଲିୟନ ଆରରେ କେବଳ ଆଲୁମିନିୟମରେ ତିଆରି ଲୋ-ଫ୍ରିକ୍ସନ ୧୧୦ସିସି ଇଞ୍ଜିନ ରହିଛି। ଏହା ଦେଶର ଟିଭିଏସ ଡିଲରଙ୍କ ପାଖରେ ଉପଲବ୍ଧ ହେଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story