ଆରମ୍ଭ ହେଲା ଉଜ୍ଜଲା ଯୋଜନା

ନୂଆଦିଲ୍ଲୀ: ଆଜି ଉଜ୍ଜଲା ଯୋଜନାର ଶୁଭାରମ୍ଭ ହୋଇଛି। ଉତ୍ତରପ୍ରଦେଶ ବାଳିଆରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଉତ୍ସବରେ ଉତ୍ତରପ୍ରଦେଶ ରାଜ୍ୟପାଳ ରାମ ନାଏକ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ କଲରାଜ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଯୋଜନାରୁ ଗରିବ ରେଖା ତଳେ ରହୁଥିବା ୫ କୋଟି ପରିବାରର ମହିଳାମାନ ସୁବିଧା ପାଇବେ। ବିପିଏଲ୍ ପରିବାର ଲୋକଙ୍କୁ ମାଗଣାରେ ଗ୍ୟାସ୍‌ କନେକସନ୍ ଆସନ୍ତା […]

modi

modi

Rakesh Mallick
  • Published: Sunday, 01 May 2016
  • Updated: 01 May 2016, 09:45 AM IST

Sports

Latest News

ନୂଆଦିଲ୍ଲୀ: ଆଜି ଉଜ୍ଜଲା ଯୋଜନାର ଶୁଭାରମ୍ଭ ହୋଇଛି। ଉତ୍ତରପ୍ରଦେଶ ବାଳିଆରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଉତ୍ସବରେ ଉତ୍ତରପ୍ରଦେଶ ରାଜ୍ୟପାଳ ରାମ ନାଏକ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ କଲରାଜ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ଏହି ଯୋଜନାରୁ ଗରିବ ରେଖା ତଳେ ରହୁଥିବା ୫ କୋଟି ପରିବାରର ମହିଳାମାନ ସୁବିଧା ପାଇବେ। ବିପିଏଲ୍ ପରିବାର ଲୋକଙ୍କୁ ମାଗଣାରେ ଗ୍ୟାସ୍‌ କନେକସନ୍ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଦିଆଯିବ। ସ୍ୱେଚ୍ଛାକୃତ ଭାବେ ଗ୍ୟାସ୍ ସବ୍‌ସିଡି  ନେଉ ନ ଥିବା ଲୋକଙ୍କ ନିକଟରୁ ଏଯାଏଁ ପ୍ରାୟ ୧ କୋଟି ୧୩ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ ହୋଇପାରିଛି। ଏହି ଟଙ୍କା ଗରିବ ଲୋକଙ୍କ ବିକାଶର ସହାୟ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story