ବାଇକ୍‌ର ଦାମ୍‌ ୧.୯୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବଜାରକୁ ଆସିଲା ନୂଆ ବାଇକ୍‌। ୟୁମ ମୋଟରସାଇକେଲ୍‌ ତାର ନୂଆ ଭ୍ୟାରିଆଣ୍ଟ carburetor Renegade Commando Classic ମଡେଲକୁ ଭାରତରେ ଲଞ୍ଚ୍‌ କରାଯାଇଛି। ଯାହାର ମୂଲ୍ୟ ୧.୯୫ ଲକ୍ଷ ଟଙ୍କା ରହିଛି। ଏହା ଦିଲ୍ଲୀର ଏକ୍ସ ସୋରୁମ୍‌ ପ୍ରାଇସ୍‌ ରହିଛି। ୟୁମ୍‌ କମ୍ପାନୀ ପକ୍ଷରୁ ଆଗରୁ ମଧ୍ୟ Renegade Commando Classicର ଆଉ ଏକ ବାଇକ୍‌ ଲଞ୍ଚ କରାଯାଇଛି। ଯାହର ମୂଲ୍ୟ ହେଉଛି 2.01 ଲକ୍ଷ ଟଙ୍କା। ତେବେ ନୂତନ ବାଇକ୍‌ରେ ABS ସିଷ୍ଟମ୍‌ ଦିଆଯାଇ […]

bike-1

bike-1

Tapas Behera
  • Published: Sunday, 03 March 2019
  • Updated: 03 March 2019, 12:19 PM IST

Sports

Latest News

ନୂଆଦିଲ୍ଲୀ: ବଜାରକୁ ଆସିଲା ନୂଆ ବାଇକ୍‌। ୟୁମ ମୋଟରସାଇକେଲ୍‌ ତାର ନୂଆ ଭ୍ୟାରିଆଣ୍ଟ carburetor Renegade Commando Classic ମଡେଲକୁ ଭାରତରେ ଲଞ୍ଚ୍‌ କରାଯାଇଛି। ଯାହାର ମୂଲ୍ୟ ୧.୯୫ ଲକ୍ଷ ଟଙ୍କା ରହିଛି। ଏହା ଦିଲ୍ଲୀର ଏକ୍ସ ସୋରୁମ୍‌ ପ୍ରାଇସ୍‌ ରହିଛି। ୟୁମ୍‌ କମ୍ପାନୀ ପକ୍ଷରୁ ଆଗରୁ ମଧ୍ୟ Renegade Commando Classicର ଆଉ ଏକ ବାଇକ୍‌ ଲଞ୍ଚ କରାଯାଇଛି।

ଯାହର ମୂଲ୍ୟ ହେଉଛି 2.01 ଲକ୍ଷ ଟଙ୍କା। ତେବେ ନୂତନ ବାଇକ୍‌ରେ ABS ସିଷ୍ଟମ୍‌ ଦିଆଯାଇ ନାହିଁ। ନୂତନ ବାଇକ୍‌ରେ 279.5ccର Liquid-cooled single-cylinder engine ରହିଛି। 23Nm torque ପିକଅପ୍‌ କ୍ଷମତା ବିଶିଷ୍ଟ ଏହି ବାଇକ୍‌ 25.15bhp ପାୱାର ଜେନେରେଟ୍‌ କରିବାରେ ସକ୍ଷମ ହୋଇ ପାରିବ।

ଏଥିରେ ୫ଟି ସ୍ପିଡ୍‌  ଗିଏରବକ୍ସ ଦିଆଯାଇଛି। ବ୍ରେକ୍‌ ଦୃଷ୍ଟିରୁ ଏହି ବାଇକ୍‌ରେ 280mm disc ଏବଂ ରିଅର୍‌ 130mm drum brake ସୁବିଧା ଦିଆଯାଇଛି। ଆଗ ପଛ ଦୁଇଟି ଚକାରେ ସ୍ପୋକ୍‌ ଗୁଡ଼ିକ ୧୬ରୁ ୧୫ ଇଞ୍ଚ୍‌ ବିଶିଷ୍ଟ ହେବ। ଷ୍ଟାଇଲିସ୍‌ ଏବଂ ଲୁକ୍ ଦୃଷ୍ଟିରୁ ଯଥେଷ୍ଟ ଆକର୍ଷଣୀୟ ହୋଇଛି। ଯାହା ଆପଣଙ୍କୁ ବେଶ୍‌ ପସନ୍ଦ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story