ଉରଜିତ ପଟେଲ ଆରବିଆଇର ୨୪ ତମ ଗଭର୍ଣ୍ଣର

ନୂଆଦିଲ୍ଲୀ: ରଘୁରାମ ରାଜନଙ୍କ ପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର(ଆରବିଆଇ) ୨୪ତମ ଗଭର୍ଣ୍ଣର ହେବେ ଉରଜିତ ପଟେଲ। ବର୍ତ୍ତମାନ ଆରବିଆଇର ଡେପୁଟି ଗଭର୍ଣ୍ଣର ଥିବା ଉରଜିତ ସେପ୍ଟେମ୍ବର ୪ରେ ଗଭର୍ଣ୍ଣର ଭାବେ ଯୋଗ ଦେବେ। ୫୦ ବର୍ଷୀୟ ଉରଜିତ ୨୦୧୩ ଜାନୁଆରୀ ୧୧ରେ ଡେପୁଟି ଗଭର୍ଣ୍ଣର ଭାବେ ଆରବିଆଇରେ ଯୋଗ ଦେଇଥିଲେ। ସେ ୧୯୯୦ରେ ୟେଲ୍‌ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ପିଏଚ୍‌.ଡି. ଓ ୧୯୮୬ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମ୍‌.ଫିଲ୍‌ ହାସଲ କରିଛନ୍ତି। ୨୦୦୯ରୁ ସେ ଦି ବ୍ରୁକିଂସ୍‌ ଇଷ୍ଟିଚ୍ୟୁଟ୍‌ରେ […]

Urjit-patel

Urjit-patel

Rakesh Mallick
  • Published: Saturday, 20 August 2016
  • Updated: 20 August 2016, 10:53 PM IST

Sports

Latest News

ନୂଆଦିଲ୍ଲୀ: ରଘୁରାମ ରାଜନଙ୍କ ପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର(ଆରବିଆଇ) ୨୪ତମ ଗଭର୍ଣ୍ଣର ହେବେ ଉରଜିତ ପଟେଲ। ବର୍ତ୍ତମାନ ଆରବିଆଇର ଡେପୁଟି ଗଭର୍ଣ୍ଣର ଥିବା ଉରଜିତ ସେପ୍ଟେମ୍ବର ୪ରେ ଗଭର୍ଣ୍ଣର ଭାବେ ଯୋଗ ଦେବେ।

୫୦ ବର୍ଷୀୟ ଉରଜିତ ୨୦୧୩ ଜାନୁଆରୀ ୧୧ରେ ଡେପୁଟି ଗଭର୍ଣ୍ଣର ଭାବେ ଆରବିଆଇରେ ଯୋଗ ଦେଇଥିଲେ।

ସେ ୧୯୯୦ରେ ୟେଲ୍‌ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ପିଏଚ୍‌.ଡି. ଓ ୧୯୮୬ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମ୍‌.ଫିଲ୍‌ ହାସଲ କରିଛନ୍ତି। ୨୦୦୯ରୁ ସେ ଦି ବ୍ରୁକିଂସ୍‌ ଇଷ୍ଟିଚ୍ୟୁଟ୍‌ରେ ନନ୍-ରେସିଡେଣ୍ଟ ସିନିୟର ଫେଲୋ ଭାବେ କାର୍ଯ୍ୟ କରିଛନ୍ତି।

ସେ ୧୯୯୦ ଓ ୧୯୯୫ରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହ ଜଡିତ ଥିଲେ। ସେ ଯୁକ୍ତରାଷ୍ଟ୍ର ଆମେରିକା, ଭାରତ, ବାହାମାସ୍‌ ଓ ମିଆଁମାର ଡେକ୍ସରେ ସଫଳତାର ସହ କାର୍ଯ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos