ବିଜ୍‌ନେସ୍‌ କରିବା ପାଇଁ ହ୍ୱାଟସ୍‌ଆପ୍‌ ଦେବ ଟ୍ରେନିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆ ଏବେ କିଏ ବା ବ୍ୟବହାର ନ କରୁଛି। ହ୍ୱାଟସ୍‌ ଆପ୍‌ ହେଉ ଫେସ୍‌ବୁକ୍‌, ଏବେ ଏ ସବୁ ନିତିଦିନିଆ ହୋଇଗଲାଣି। ବିଶେଷ କରି ଦେଖିବାକୁ ଗଲେ ସବୁଠାରୁ ଅଧିକ ଲୋକାଦ୍ରୁତି ପାଇଛି ହ୍ୱାଟସ୍‌ ଆପ୍। ସାଙ୍ଗସାଥୀମାନଙ୍କ ସହ ଚାଟିଂ ହେଉ ଅବା ଫଟୋ ଓ ଭିଡିଓ ପଠାଇବାରେ ଏହା ସବୁଠାରୁ ଲୋକପ୍ରିୟ ମାଧ୍ୟମ ହୋଇସାରିଛି। ହେଲେ ଜାଣିଛନ୍ତି, ହ୍ୱାଟସ୍‌ ଆପ୍‌ ଆପଣଙ୍କୁ ପଇସା ରୋଜଗାର କରାଇବାରେ ସାହାଯ୍ୟ କରିବ। କିଛି ଦିନ […]

WhatsApp-payment-lead

WhatsApp-payment-lead

Biswobandita Swain
  • Published: Thursday, 01 November 2018
  • Updated: 01 November 2018, 06:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆ ଏବେ କିଏ ବା ବ୍ୟବହାର ନ କରୁଛି। ହ୍ୱାଟସ୍‌ ଆପ୍‌ ହେଉ ଫେସ୍‌ବୁକ୍‌, ଏବେ ଏ ସବୁ ନିତିଦିନିଆ ହୋଇଗଲାଣି। ବିଶେଷ କରି ଦେଖିବାକୁ ଗଲେ ସବୁଠାରୁ ଅଧିକ ଲୋକାଦ୍ରୁତି ପାଇଛି ହ୍ୱାଟସ୍‌ ଆପ୍। ସାଙ୍ଗସାଥୀମାନଙ୍କ ସହ ଚାଟିଂ ହେଉ ଅବା ଫଟୋ ଓ ଭିଡିଓ ପଠାଇବାରେ ଏହା ସବୁଠାରୁ ଲୋକପ୍ରିୟ ମାଧ୍ୟମ ହୋଇସାରିଛି।

ହେଲେ ଜାଣିଛନ୍ତି, ହ୍ୱାଟସ୍‌ ଆପ୍‌ ଆପଣଙ୍କୁ ପଇସା ରୋଜଗାର କରାଇବାରେ ସାହାଯ୍ୟ କରିବ।

କିଛି ଦିନ ପୂର୍ବରୁ ବିଜ୍‌ନେସ୍‌ ଆରମ୍ଭ କରିଥିବା ଏହି ସୋଶାଲ ନେଟୱାକିଂ ଆପ୍‌ ଏଣିକି ରୋଜଗାର କରିବା ପାଇଁ ଆପଣଙ୍କୁ ଟ୍ରେନିଂ ଦେବ।

ଏଥିପାଇଁ ହ୍ୱାଟସ୍‌ଆପ୍‌  Confederation of Indian Industry (CII)ସହ ସାମିଲ୍‌ ହୋଇଛି। ସିଆଇଆଇ ରିପୋର୍ଟ ଅନୁଯାୟୀ ହ୍ୱାଟସ୍‌ଆପ୍‌ ଛୋଟ ବ୍ୟବସାୟକୁ ବଢାଇବା ପାଇଁ ସିଆଇଆଇର ଏସ୍‌ଏମ୍‌ଇ ଟେକ୍ନୋଲୋଜି ଫେସଲିଟେସନ୍‌ ସେଣ୍ଟରର ବ୍ୟବହାର କରିବେ। ଏହି ସେଣ୍ଟର ୨୦୧୬ ନଭେମ୍ବର ମାସରେ ଆରମ୍ଭ କରାଯାଇଥିଲା।

ସିଆଇଆଇ ଏକ ସର୍ଭେ ମାଧ୍ୟମରେ ଜଣାଇଛି ଯେ, ଭାରତର ୭୦ଭାଗ ଏସଏମଇ କହିବା ଅନୁୟାୟୀ ହ୍ୱାଟସ୍‌ଆପ୍‌ ବିଜିନେସ୍‌ ମାଧ୍ୟମରେ ସେମାନେ ନିଜ ବିଜିନେସ୍‌କୁ ବଢାଇବାକୁ ଚାହୁଁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story