ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଭାରତର ହାର୍ଡୱେୟାର କ୍ଷମତା ବାଧାପ୍ରାପ୍ତ ହୋଇଛି: ନାରାୟଣ ମୂର୍ତ୍ତି

ନୂଆଦିଲ୍ଲୀ: ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଭାରତର ହାର୍ଡୱେୟାର ତିଆରି କରିବାର କ୍ଷମତା ବାଧାପ୍ରାପ୍ତ ହୋଇଛି। ୧୯୭୫ରୁ ୧୯୯୧ ମସିହାରେ ଭାରତ ସପ୍ଟୱେୟାର ଅପେକ୍ଷା ଏହି କ୍ଷେତ୍ରରେ ଅଧିକ ଅଭିବୃଦ୍ଧି କରୁଥିଲା। ଏହି ସମୟରେ ତ୍ରୁଟିପୂର୍ଣ୍ଣ ନୀତି  ହିଁ ଭାରତର ବିକାଶରେ ବାଧକ ସାଜିଥିଲା। ଗୁରୁବାର ଏହା କହିଛନ୍ତି ଇନଫୋସିସର ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି। ସେ କହିଛନ୍ତି ଯେ, ଯଦିଓ ଭାରତ ସଫ୍ଟୱେୟାର କ୍ଷେତ୍ରରେ ଅଗ୍ରଗତି କରିଛି କିନ୍ତୁ ହାର୍ଡୱେୟାର କ୍ଷେତ୍ରରେ ପଛେଇ ଯାଇଛି । ନାଗପୁରରେ ଏକ […]

MURTHY

MURTHY

Rakesh Mallick
  • Published: Thursday, 17 September 2015
  • Updated: 17 September 2015, 02:19 PM IST

Sports

Latest News

ନୂଆଦିଲ୍ଲୀ: ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଭାରତର ହାର୍ଡୱେୟାର ତିଆରି କରିବାର କ୍ଷମତା ବାଧାପ୍ରାପ୍ତ ହୋଇଛି। ୧୯୭୫ରୁ ୧୯୯୧ ମସିହାରେ ଭାରତ ସପ୍ଟୱେୟାର ଅପେକ୍ଷା ଏହି କ୍ଷେତ୍ରରେ ଅଧିକ ଅଭିବୃଦ୍ଧି କରୁଥିଲା। ଏହି ସମୟରେ ତ୍ରୁଟିପୂର୍ଣ୍ଣ ନୀତି  ହିଁ ଭାରତର ବିକାଶରେ ବାଧକ ସାଜିଥିଲା। ଗୁରୁବାର ଏହା କହିଛନ୍ତି ଇନଫୋସିସର ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି। ସେ କହିଛନ୍ତି ଯେ, ଯଦିଓ ଭାରତ ସଫ୍ଟୱେୟାର କ୍ଷେତ୍ରରେ ଅଗ୍ରଗତି କରିଛି କିନ୍ତୁ ହାର୍ଡୱେୟାର କ୍ଷେତ୍ରରେ ପଛେଇ ଯାଇଛି । ନାଗପୁରରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସେ ଏହା କହିଛନ୍ତି। ଭାରତ ଏହି କ୍ଷେତ୍ରରେ କିପରି ଅଗ୍ରଗତି କରିବ ସରକାର ସେଥିପ୍ରତି ଦୃଷ୍ଟି ଦେବା ସହ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ କରିବାକୁ ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos