ନୂଆଦିଲ୍ଲୀ: ଚାଇନା ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଶାଓମି ନିକଟରେ ଭାରତରେ ରେଡ୍ମି ବ୍ରାଣ୍ଡର ଫ୍ଲାଙ୍ଗସିପ୍ ସ୍ମାର୍ଟଫୋନ୍ Redmi K20 ଓ Redmi K20 Pro ଲଞ୍ଚ୍ କରିଛି। ଲଞ୍ଚ୍ ସମୟରେ ଏହି ସ୍ମାର୍ଟଫୋନ୍ କାର୍ବନ୍ ବ୍ଲାକ୍, ଫ୍ଲେମ୍ ରେଡ୍ ଓ ଗ୍ଲେସିୟର୍ ବ୍ଲୁ ଭଳି ତିନୋଟି ରଙ୍ଗରେ ଉପଲବ୍ଧ ହୋଇଥିଲା। ତେବେ ବର୍ତ୍ତମାନ ଶାଓମି ଉଭୟ Redmi K20 ଓ Redmi K20 Proର ଏକ ନୂଆ ହ୍ୱାଇଟ୍ କଲର ଭ୍ୟାରିୟାଣ୍ଟ୍ ଲଞ୍ଚ୍ କରାଯାଇଛି। କମ୍ପାନୀର କହିବା ଅନୁସାରେ ଏହା ଗ୍ଲାସ୍ ଫିନିସ୍ ସ୍ମାର୍ଟଫୋନ୍ ଓ ଏଥିରେ ଗୋଲ୍ଡ ଆଲୁମିନିୟମ୍ ଫ୍ରେମ୍ ରହିଛି। ଏହାର ନାମ କମ୍ପାନୀ Pearl White ରଖିଛି। ଏହାର ସେଲ୍ ଗତକାଲିଠାରୁ ଆରମ୍ଭ ହୋଇଛି। ଗ୍ରାହକମାନେ ଚାହିଁଲେ ଏହି ସ୍ମାର୍ଟଫୋନ୍କୁ ଫ୍ଲିପକାର୍ଟ୍, Mi.com, Mi Home ୱେବସାଇଟ୍ରୁ କିଣିପାରିବେ। ଏହି ଫୋନ୍ର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। କେବଳ ରଙ୍ଗ ପରିବର୍ତ୍ତନ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Business
ଧାମନଗର ଟେକ୍ସଟାଇଲ ପାର୍କ ପାଇଁ ୪ ହଜାର କୋଟି ମଞ୍ଜୁର; ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସୂର୍ଯ୍ୟବଂଶୀ ସୂରଜ
ଏହି ଉଦ୍ୟୋଗ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାର ନିଯୁକ୍ତି ସୃଷ୍ଚି ହେବ ଏବଂ ଭଦ୍ରକ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇପାରିବ।
Business
ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ; ୧୦ ବର୍ଷରେ ୧୨ ଲକ୍ଷ କୋଟି ଛାଡ଼
ବ୍ୟାଙ୍କ ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ ଓ ଜୟପ୍ରକାଶଙ୍କ ପରି ପ୍ରତିଷ୍ଠିତ ବିଜନେସମ୍ୟାନ୍। ଫଳରେ ଋଣ ଛାଡ଼ ପାଇଁ ବାଧ୍ୟ ହେଉଛନ୍ତି ସରକାରୀ ଓ ଘରୋଇ ବ୍ୟାଙ୍କ। ଗତ ୧୦ ବର୍ଷ ମଧ୍ୟରେ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକ ୧୨ ଲକ୍ଷ କୋଟି ଛାଡ଼ କରିଛନ୍ତି।
Business
ଖୁବଶୀଘ୍ର ଏଟିଏମରୁ ଉଠିପାରିବ ପିଏଫ୍ ଟଙ୍କା!
ଖୁବଶୀଘ୍ର ହିତାଧିକାରୀ ସିଧାସଳଖ ଏଟିଏମ୍ ମାଧ୍ୟମରେ ସେମାନଙ୍କ କ୍ଲେମ ରାଶି ସହଜରେ ପାଇପାରିବେ। କର୍ମଚାରୀମାନଙ୍କ ସହଜ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ପ୍ରକ୍ରିୟାକୁ ସରଳ କରୁଛୁ କହିଲେ ଶ୍ରମ ସଚିବ।