Xiaomi Redmi K20 ସିରିଜ୍‌ର ନୂଆ ରଙ୍ଗର ଫୋନ୍‌ ଲଞ୍ଚ୍‌

ନୂଆଦିଲ୍ଲୀ: ଚାଇନା ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ଶାଓମି ନିକଟରେ ଭାରତରେ ରେଡ୍‌ମି ବ୍ରାଣ୍ଡର ଫ୍ଲାଙ୍ଗସିପ୍‌ ସ୍ମାର୍ଟଫୋନ୍‌ Redmi K20 ଓ Redmi K20 Pro ଲଞ୍ଚ୍‌ କରିଛି। ଲଞ୍ଚ୍‌ ସମୟରେ ଏହି ସ୍ମାର୍ଟଫୋନ୍‌ କାର୍ବନ୍‌ ବ୍ଲାକ୍‌, ଫ୍ଲେମ୍‌ ରେଡ୍‌ ଓ ଗ୍ଲେସିୟର୍‌ ବ୍ଲୁ ଭଳି ତିନୋଟି ରଙ୍ଗରେ ଉପଲବ୍ଧ ହୋଇଥିଲା। ତେବେ ବର୍ତ୍ତମାନ ଶାଓମି ଉଭୟ Redmi K20 ଓ Redmi K20 Proର  ଏକ ନୂଆ ହ୍ୱାଇଟ୍‌ କଲର ଭ୍ୟାରିୟାଣ୍ଟ୍ ଲଞ୍ଚ୍‌ କରାଯାଇଛି। କମ୍ପାନୀର କହିବା […]

saomi

saomi

Puspanjali Panda
  • Published: Thursday, 05 September 2019
  • Updated: 05 September 2019, 05:56 PM IST

ନୂଆଦିଲ୍ଲୀ: ଚାଇନା ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ଶାଓମି ନିକଟରେ ଭାରତରେ ରେଡ୍‌ମି ବ୍ରାଣ୍ଡର ଫ୍ଲାଙ୍ଗସିପ୍‌ ସ୍ମାର୍ଟଫୋନ୍‌ Redmi K20 ଓ Redmi K20 Pro ଲଞ୍ଚ୍‌ କରିଛି। ଲଞ୍ଚ୍‌ ସମୟରେ ଏହି ସ୍ମାର୍ଟଫୋନ୍‌ କାର୍ବନ୍‌ ବ୍ଲାକ୍‌, ଫ୍ଲେମ୍‌ ରେଡ୍‌ ଓ ଗ୍ଲେସିୟର୍‌ ବ୍ଲୁ ଭଳି ତିନୋଟି ରଙ୍ଗରେ ଉପଲବ୍ଧ ହୋଇଥିଲା। ତେବେ ବର୍ତ୍ତମାନ ଶାଓମି ଉଭୟ Redmi K20 ଓ Redmi K20 Proର  ଏକ ନୂଆ ହ୍ୱାଇଟ୍‌ କଲର ଭ୍ୟାରିୟାଣ୍ଟ୍ ଲଞ୍ଚ୍‌ କରାଯାଇଛି। କମ୍ପାନୀର କହିବା ଅନୁସାରେ ଏହା ଗ୍ଲାସ୍‌ ଫିନିସ୍‌ ସ୍ମାର୍ଟଫୋନ୍‌ ଓ ଏଥିରେ ଗୋଲ୍ଡ ଆଲୁମିନିୟମ୍‌ ଫ୍ରେମ୍‌ ରହିଛି। ଏହାର ନାମ କମ୍ପାନୀ Pearl White ରଖିଛି। ଏହାର ସେଲ୍‌ ଗତକାଲିଠାରୁ ଆରମ୍ଭ ହୋଇଛି। ଗ୍ରାହକମାନେ ଚାହିଁଲେ ଏହି ସ୍ମାର୍ଟଫୋନ୍‌କୁ ଫ୍ଲିପକାର୍ଟ୍‌, Mi.com, Mi Home ୱେବସାଇଟ୍‌ରୁ କିଣିପାରିବେ। ଏହି ଫୋନ୍‌ର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। କେବଳ ରଙ୍ଗ ପରିବର୍ତ୍ତନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story