ଅଧରାତିରେ ଚୋରି କରୁଥିଲେ, ଧରାପଡ଼ିଲେ

ଗିରଫ ହେଲେ ଦୁଇ ଚୋର। ଦୁଇ ଦୁଇଟି ଦୋକାନରୁ ଚୋରି କରୁଥିଲେ। ଧରିଲା କଣ୍ଟାବାଞ୍ଜି ପୋଲିସ।