ଓଡିଶା ମାଟିରେ ଫଳୁଛି କାଶ୍ମିରୀର ଆପେଲ୍‌

ଓଡ଼ିଶା ମାଟିରେ କାଶ୍ମୀରର ମହକ। ନିଜ ଉଦ୍ୟମରେ ଓଡ଼ିଶା ମାଟିରେ ଏମିତି କାଶ୍ମୀର ମହକ ଭରି ଦେଇଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁରର ଜଣେ ଉଚ୍ଚଶିକ୍ଷିତ ଯୁବକ । ଚାଷ କରି ଜୀବିକା ଯୋଗାଡ଼ିବା ସହ ଅନେକଙ୍କୁ ଦେଇଛନ୍ତି ରୋଜଗାର…