କଏଦ ହେଲା ନାଗ ନାଗୁଣୀଙ୍କ ଖେଳ

ଢେଙ୍କାନାଳ ମ୍ୟୁନିସିପାଲିଟି ରାମେଶ୍ୱରପୁର ନିକଟରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ।ବସ୍ତି ନିକଟକୁ ଲାଗି ରହିଥିବା ଏକ ବୁଦା ଭିତରେ ଦୁଇଟି ନାଗ ଓ ନାଗୁଣୀ ମନଭରି ଖେଳୁଥିବାର ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ।ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ଲାଗି ରହିଥିଲା।