କଙ୍ଗାରୁ କୋର୍ଟ ପାଇଁ ଗୃହବନ୍ଦୀ

ଘର ସାମ୍ନାରେ ପାଚେରୀ। ଯିବାକୁ ରାସ୍ତା ନାହିଁ। ଘର ଭିତରେ ପରିବାର ସଦସ୍ୟ। ନାଁ ଘର ଲୋକେ ବାହାରକୁ ଯାଇ ପାରୁଛନ୍ତି ନା ବାହାର ଲୋକେ କେହି ଆସୁଛନ୍ତି ? ଗାଁ ଲୋକଙ୍କ ପାଇଁ ଏପରି ଦୁର୍ଦ୍ଦଶା ଭୋଗୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ତରିପାଟଣା ଗାଁର ବାବୁଲି ସାହୁଙ୍କ ପରିବାର।