କନିଆଁ ଗାଡ଼ିକୁ ପିଟିଲା ଟ୍ରକ

ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁରରୁ କନିଆଁ ନେଇ ଛତିଶଗଡ ଫେରୁଥିବା ଏହି ବୋଲେରୋଟି ଆମପାଣି ଥାନା ଭୁର୍ଷାଗୁଡା ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଲେରୋରେ ଥିବା ବର କନିଆଁ ସମେତ ୫ ଜଣ ଗୁରୁତର ହୋଇଥିଲେ। ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା।