ଖାଇଗଲେ ୪୦ ବସ୍ତା…

ଧାନ ବସ୍ତା ବୋହିନେଲେ ହାତୀ। ଗୋଟିଏ କି ଦୁଇଟି ନୁହେଁ, ୪୦ ବସ୍ତା ଧାନ। ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁଣ୍ଡେଇଲୋ ଗାଁରେ ତାଣ୍ଡବ ସୃଷ୍ଟି କରିଛନ୍ତି ହାତୀ ପଲ ।