ଘରେ ପଶିଲା ୧୬ ଫୁଟର ଅହିରାଜ

ଘରେ ପଶିଲା ୧୬ ଫୁଟର ଅହିରାଜ । ଅଜଗର ଦେଖି ଛାନିଆ ଲୋକେ। ଏ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଭୁବନପୁର ଗାଁରେ।