ଛାତ୍ରାବାସରେ ଆଖି ବୁଜିଲେ ଛାତ୍ର

ଶୁକ୍ରବାର ଦିନ ପୁଅ ଫୋନ କରିଥିଲା। କହିଥିଲା ଲକଡାଉନ ହେଉଛି। ଘରକୁ ଯିବି ଭାରି। ରବିବାର ଦିନ ଘରେ ପହଞ୍ଚିବି। ପରିବାର ଲୋକେ ପୁଅର ଆସିବା ବାଟକୁ ଚାହିଁ ରହିଥିଲେ। ହେଲେ ବିଳମ୍ବିତ ରାତିରେ ଖବର ଆସିଲା ପୁଅ ଆଉ ନାହିଁ।