ଜାଣିଶୁଣି ଚୁପ୍ ଥିଲେ ମନ୍ତ୍ରୀ !

ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗୋହି ପୁରାଣ ଖୋଳିଲେ କଂଗ୍ରେସ ଛାତ୍ର ସଭାପତି ୟାସିର ନଓ୍ବାଜ। ଏଇ ଦୁଇମନ୍ତ୍ରୀଙ୍କ ଛତ୍ରଛାୟା ତଳେ ସମ୍ବଲପୁରର ଗୁଟଖା କାରଖାନା ଚାଲିଥିବା କଂଗ୍ରେସ ଅଭିଯୋଗ କରିଛି।