ତୁମର ଏ ଡାଇଲଗ ସବୁବେଳେ ମନେ ପଡିବ

ନିଜର ଡାଇଲଗ୍‌ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଭିନେତା ରାଇମୋହନ । ଆଜି ସେ ନାହାନ୍ତି। ହେଲେ ଏ ଡାଇଲଗକୁ ଓଡ଼ିଆ ଦର୍ଶକ କେବେ ବି ଭୁଲିବେନି। ଯୁଗେ ଯୁଗେ ମନେ ରହିବ ରାଇମୋହନଙ୍କ ଏ ଡାଇଲଗ। ଆଜି ତାଙ୍କ ଆବର୍ତ୍ତମାନରେ ଏ ଡାଇଲଗ୍‌ ପୁଣି ମନେ ପଡିଯାଉଛି।