ପୁଅ ପାଇଁ ବନ୍ଧା ପଡ଼ିଲା ଶଙ୍ଖା ସିନ୍ଦୂର

କେତେ ଠାକୁରଙ୍କୁ ଡାକି ପୁଅଟିଏ ପାଇଥିଲେ। ହେଲେ ପୁଅକୁ ଦେଖିଦେଲେ ପେଟ ଭିତରୁ ତାଙ୍କର ଉତୁରି ଆସୁଛି କୋହ । ଆଖିରୁ ବହି ଯାଉଛି ଧାର ଧାର ଲୁହ। 6 ବର୍ଷର ପୁତ୍ରର ଜୀବନ ବଞ୍ଚାଇବା ପାଇ ନିଜ ଶଙ୍ଖା ସିନ୍ଦୂରକୁ ବନ୍ଧା ପକେଇ ଦେଇଛନ୍ତି ମା ।