ପ୍ରେମିକାଙ୍କୁ ୮୦ ହଜାର ଚୁନ ଲଗାଇ ପ୍ରେମିକ ଚମ୍ପଟ

ମିଠା ମିଠା କଥା କହିଲେ। ରଙ୍ଗୀନ ସ୍ୱପ୍ନ ଦେଖାଇଲେ। ଶେଷରେ ୮୦ ହଜାର ଚୁନ ଲଗାଇ ଚମ୍ପଟ ମାରିଲେ ପ୍ରେମିକ।