ଭଉଣୀ ସଂସାର ଉଜାଡ଼ି ଦେଲା ଭାଇ

ଭିଣୋଇକୁ ହାଣିଦେଲା ଶଳା। ସମସ୍ତେ ଶୋଇବା ପରେ ଆସି ଖଣ୍ଡାରେ ହାଣିଦେଲା। ଭୁବନେଶ୍ୱର ମଞ୍ଚେଶ୍ୱର ଧୀରିକୁଟି ବସ୍ତିରେ ବିଳମ୍ବିତ ରାତିରେ ଘଟିଛି ହତ୍ୟାକାଣ୍ଡ । ପାରିବାରିକ ଗଣ୍ଡଗୋଳରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଅଭିଯୁକ୍ତ ଶଳାକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।