ଲୁଙ୍ଗି ଟି-ସାର୍ଟ ଷ୍ଟାଇଲରେ ମୁଖ୍ୟମନ୍ତ୍ରୀ

ନବ ବର୍ଷରେ ନୂଆ ଲୁକରେ ନଜର ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘରେ ଲୁଙ୍ଗି, ଟି-ସାର୍ଟ ପିନ୍ଧି ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ।