ହଲିଉଡରେ ଚମକିଲେ ଓଡ଼ିଆ ଝିଅ

 

ହଲିଉଡରେ ଚମକିଲେ ଗଞ୍ଜାମ ଜିଲ୍ଲା ଖଲିକୋର୍ଟର ଝିଅ। ତାଙ୍କୁ ନେଇ ଆସି ସାରା ଖଲିକୋର୍ଟବାସୀଙ୍କ ଖୁସି କହିଲେ ନ ସରେ।