୮ ଡିଗ୍ରୀରେ ଖାଲି ଦେହରେ ଯୋଗାଭ୍ୟାସ

<p>ପାହାଡ଼ ଉପରେ ଯୋଗାଭ୍ୟାସ। ଶୀତ ସକାଳରେ ପୁଣି ଖାଲି ଦେହରେ। ପ୍ରବଳ ଥଣ୍ଡା ସାଙ୍ଗକୁ ବରଫପାତ। କେତେବେଳେ ସୂର୍ଯ୍ୟ ନମସ୍କାର କରୁଛନ୍ତି ତ କେତେବେଳେ ପ୍ରାଣାୟାମ। ସାରା ଦେଶରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଂଚାୟତ ନୂର୍ପା ଗ୍ରାମର ଯୁବକ ଦିବାକର ଆର୍ଯ୍ୟ ।</p>

Ordigital Desk
  • Published: Monday, 03 January 2022
  • Updated: 03 January 2022, 06:06 PM IST

Sports

Latest News

<p>ପାହାଡ଼ ଉପରେ ଯୋଗାଭ୍ୟାସ। ଶୀତ ସକାଳରେ ପୁଣି ଖାଲି ଦେହରେ। ପ୍ରବଳ ଥଣ୍ଡା ସାଙ୍ଗକୁ ବରଫପାତ। କେତେବେଳେ ସୂର୍ଯ୍ୟ ନମସ୍କାର କରୁଛନ୍ତି ତ କେତେବେଳେ ପ୍ରାଣାୟାମ। ସାରା ଦେଶରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଂଚାୟତ ନୂର୍ପା ଗ୍ରାମର ଯୁବକ ଦିବାକର ଆର୍ଯ୍ୟ ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos