୮ ଡିଗ୍ରୀରେ ଖାଲି ଦେହରେ ଯୋଗାଭ୍ୟାସ

ପାହାଡ଼ ଉପରେ ଯୋଗାଭ୍ୟାସ। ଶୀତ ସକାଳରେ ପୁଣି ଖାଲି ଦେହରେ। ପ୍ରବଳ ଥଣ୍ଡା ସାଙ୍ଗକୁ ବରଫପାତ। କେତେବେଳେ ସୂର୍ଯ୍ୟ ନମସ୍କାର କରୁଛନ୍ତି ତ କେତେବେଳେ ପ୍ରାଣାୟାମ। ସାରା ଦେଶରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଂଚାୟତ ନୂର୍ପା ଗ୍ରାମର ଯୁବକ ଦିବାକର ଆର୍ଯ୍ୟ ।