ଆକାଶରେ ଉଡୁଥିଲା ଘରର ଛାତ, ଗାଡି ଆଉ ଗଛ

<p>ଆକାଶରେ ଉଡୁଥିଲା ଘରର ଛାତ, ଗାଡି। ଅନେକ ଗଛର ମୂଳରୁ ଉପୁଡ଼ି ଆକାଶରେ ଉଡ଼ୁଥିଲା ଠିକ ତୁଳା ପରି । କେତେବେଳେ ଘର ଛାତ ଉପରେ ତ କେତେବେଳେ ଗାଡ଼ି ଉପରେ ଦୁଲଦାଲ ହୋଇ ପଡ଼ୁଥିଲା। ଦେଖନ୍ତୁ, ଭୟଙ୍କର ଘୂର୍ଣ୍ଣିଝଡର ଛାତିଥରା ଲାଇଭ ଦୃଶ୍ୟ।</p>

Ordigital Desk
  • Published: Tuesday, 03 May 2022
  • Updated: 03 May 2022, 12:00 PM IST

Sports

Latest News

<p>ଆକାଶରେ ଉଡୁଥିଲା ଘରର ଛାତ, ଗାଡି। ଅନେକ ଗଛର ମୂଳରୁ ଉପୁଡ଼ି ଆକାଶରେ ଉଡ଼ୁଥିଲା ଠିକ ତୁଳା ପରି । କେତେବେଳେ ଘର ଛାତ ଉପରେ ତ କେତେବେଳେ ଗାଡ଼ି ଉପରେ ଦୁଲଦାଲ ହୋଇ ପଡ଼ୁଥିଲା। ଦେଖନ୍ତୁ, ଭୟଙ୍କର ଘୂର୍ଣ୍ଣିଝଡର ଛାତିଥରା ଲାଇଭ ଦୃଶ୍ୟ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos